“ମୋ ସରକାର”ଙ୍କ ଦାରିଦ୍ର୍ୟ ସୀମାରେଖା ମାନଦଣ୍ଡ ସ୍ଵାଧୀନଙ୍କ ପରିବାର ପାଇଁ ଅବୁଝା
ଯୋଗ୍ୟତା ଥାଇ ବି ହିତାଧିକାରୀ ପାଉଛନ୍ତି କେଉଁ ଭୁଲର ସଜା !
ସରପଞ୍ଚ ଓ ବିଡିଓଙ୍କୁ ଜଣାଇଲା ପରେ ବି ସ୍ଵାଧୀନକୁ ମିଳିଲାନି ଘର
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସରକାର ଗରୀବ ଶ୍ରେଣୀର ଲୋକମାନଙ୍କର ଉନ୍ନତି ପାଇଁ ନାନା ପ୍ରକାର ଯୋଜନା କାର୍ଯ୍ୟକାରୀ କରିଛନ୍ତି ।…