ଏସଡ଼ିସି କପ୍-୨୦୨୦ଚମ୍ପିୟାନସିପ୍ ଜିଲ୍ଲାସ୍ତରୀୟ ଫୁଟବଲ ଲିଗ୍ ମ୍ୟାଚ୍ ଉଦଯାପିତ
ବାରିପଦା (ଦିଲ୍ଲୀପ ମହାନ୍ତି): ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ ବିଭାଗ ପ୍ରାୟୋଜିତ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଏସ୍ଡିସି ପକ୍ଷରୁ ଫେବୃଆରୀ ୨୪ତାରିଖରୁ ଅନୁଷ୍ଠିତ ୫ଦିନିଆ (ଗ୍ରୁପ-ଏ) ରାଜ୍ୟସ୍ତରୀୟ ଏସ୍ଡିସି କପ୍ -୨୦୨୦ ଚମ୍ପିୟାନସିପ୍ ପାଇଁ ଆଦିବାସୀ ଫୁଟବଲ…