ବଜ୍ରପାତରେ ୯ଗୋରୁ ଗାଈ ମୃତ୍ୟୁ 

0

ସଇଁନ୍ତଳା/ଟିଟିଲାଗଡ଼ (ଗୌରବ ଦର୍ଜୀ) : ଅଦିନିଆ ବର୍ଷା ସାଜିଲା କାଳ ଯମ।ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ଗଣ୍ଡପତ୍ରାପାଳି ପଞ୍ଚାୟତ ବଡ଼ମାଲ ଶିଵ ମନ୍ଦିର ଖେଳପଡ଼ିଆ ଠାରେ ଗାଈ ଗୋରୁ ନିଜ ଭୋକ ମେଣ୍ଟାଇବା ପାଇଁ ପଡିଆକୁ ଚଳିବା ପାଇଁ ଆସିଥିଲେ ହେଲେ କଳା ସାଜିଲା ଅଦିନିଆ ବର୍ଷା।ବଜ୍ର ଘାତରେ ୯ଜଣ ଗାଈ ଗୋରୁ ଙ୍କ ମୃତ୍ୟୁ ହୋଇଛି।ତେବେ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇଦେବାକୁ ଦାବି ହେଉଛି।

Leave A Reply

Your email address will not be published.