କୋଭିଡ ରୋଗୀମାନଙ୍କୁ ପଶୁଠୁ ବି ଖରାପ ବ୍ୟବହାର କରାଯାଉଛି : ସୁପ୍ରିମ କୋର୍ଟ
ନୂଆଦିଲ୍ଲୀ/ଏସପିବି : କୋଭିଡ ରୋଗୀମାନଙ୍କୁ ପଶୁଠୁ ବି ଖରାପ ବ୍ୟବହାର କରାଯାଉଛି | ଅଳିଆ ଗଦାରୁ ମିଳୁଛି ଶବ | ଆଉ ଏହି ମର୍ମରେ ୪ ରାଜ୍ୟଙ୍କଠାରୁ ରିପୋର୍ଟ ତଲବ କଲେ ସୁପ୍ରିମ କୋର୍ଟ | ସୁପ୍ରିମ କୋର୍ଟ କହିଛନ୍ତି ଯେ ଦେଶର ଡାକ୍ତରଖାନା ଗୁଡିକ କାରନାରେ ମୃତ୍ୟୁବରଣ କରୁଥିବା ରୋଗୀଙ୍କ…