ବଲାଙ୍ଗୀର ଜିଲ୍ଲା କାରାଗାରରେ କଏଦୀ ଗୁରୁତର।
ଟିଟିଲାଗଡ଼ / ଗୌରବ ଦର୍ଜୀ : ବଲାଙ୍ଗିର ଜିଲ୍ଲା କାରାଗାରର ଜଣେ ବିଚାରଧିନ କଏଦୀ ଗୁରୁତର ହୋଇଛନ୍ତି । କଏଦୀ ଜଣକ ଗତ ମେ ୨୭ ତାରିଖରେ ଟାଉନ ପୋଲିସ ଦ୍ବାରା ବେଆଇନ କଫ ସିରଫ ବିକ୍ରୀ ଅଭିଯୋଗରେ ଗିରଫ ହୋଇଥିଲା ବେଳେ ତାଙ୍କ ନାମ ଅଭିଷେକ ଦୋରା ବୋଲି ଜଣାପଡିଛି । ଅଭିଷେକର ଗୋଡ ଓ ହାତରେ…