ଘରର ପଙ୍ଖାରେ ଫାଶୀ ଦେଇ  ଆତ୍ମହତ୍ୟା 

ରାୟଗଡ(ସରୋଜ ସାହୁ): ରାୟଗଡ ସଦର ମହକୁମା ସ୍ଥିତ ରାଣୀଗୁଡା ଫାର୍ମର (ଡିଏଫଓ) ଅଫିସ ୫ମ ଗଳି ବିଜୁକଲ୍ୟାଣ ମଣ୍ଡପ ନିକଟରେ ଏକ ଭଡା ଘରେ ରହୁଥିବା ସଚିତାନନ୍ଦ ଦାସ (୪୮ ବର୍ଷ) ବୟସ୍କ ବ୍ୟକ୍ତୀ ପଙ୍ଖାରେ ଲୁଗା ସହାଯ୍ୟରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି । ପ୍ରାପ୍ତ ସୁଚନାରୁ ପ୍ରକାଶ ଯେ,…

କରୋନା ଆତଙ୍କ : ଘୁ.ଉଦୟଗିରି ସହର ଶୂନଶାନ 

  ଘୁ.ଉଦୟଗିରି(ଗଗନ ପ୍ରଧାନ): କରୋନା ଆତଙ୍କରେ ଆତଙ୍କିତ ଘୁ.ଉଦୟଗିରି I ପୁରା ସହର ଶୂନଶାନ I ପ୍ରଶାସନର ତତ୍ପରତା ପରେ ବୁଧବାର ସନ୍ଧ୍ୟା ଠାରୁ ପୁରା ମାର୍କେଟରେ ତାଲା I ସରକାରଙ୍କ ନିର୍ଦେଶ କ୍ରମେ କରୋନା ସଂକ୍ରମଣକୁ ରୋକିବା ପାଇଁ ସ୍ଥାନୀୟ ପ୍ରଶାସନ ଏବଂ ପୁଲିସ ସହର ବୁଲି ଜନସାଧାରଣଙ୍କୁ…

ସରକାରୀ ଓ ବେସରକାରୀ ସ୍ତରରେ କରୋନା ସଚେତନତା କାର୍ଯ୍ୟକ୍ରମ

ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକ, କରୁଣା ଟ୍ରଷ୍ଟ ପରିଚାଳିତ ମାଣିତରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ଶଙ୍କୁରୁ ପଞ୍ଚାୟତର କାନକୁଟୁରୁ ଗ୍ରାମରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ସରପଞ୍ଚ ସୁମିତ୍ରା ନାୟକ, ମାଣିତରା…

କୁସୁମବାହାଲି ପ୍ରାଥମିକ ବିଦ୍ୟାଳୟ ବନ୍ଦ ପ୍ରତିବାଦରେ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ  ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ ଅନ୍ତର୍ଗତ ଗରଗଡବାହାଳ ଗ୍ରାମପଂଚାୟତର କୁସୁମବାହାଲି ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ। ଗ୍ରାମର ଲୋକମାନେ ବହୁବର୍ଷ ତଳେ ବହୁ ଉଦ୍ୟମ କରି ଏହି ବିଦ୍ୟାଳୟଟି ସ୍ଥାପନ କରିଥିଲେ। ବର୍ତ୍ତମାନ…

କରୋନାକୁ ନେଇ  ରେଢାଖୋଲବାସୀ ଭୟଭୀତ: ବାହାର ରାଜ୍ୟରୁ ଫେରିଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇବାକୁ ଦାବି

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :  ସାରା ବିଶ୍ୱରେ କରନା ଭାଇରସ୍ ହଜାର ହଜାର ଜୀବନ ମାରିସାରିଥିବା ବେଳେ ଆମ ଦେଶରେ ମଧ୍ୟ ବହୁ ବ୍ୟକ୍ତି ଆକ୍ରାନ୍ତ ହେଉଛନ୍ତି । ସରକାର ମଧ୍ୟ ସଜାଗ ହେବାକୁ ବାରମ୍ବାର ସଚେତନ କରୁଛନ୍ତି ହେଲେ ଓଡିଶାରୁ ବାହାର ରାଜ୍ୟକୁ କାମ ଅନ୍ୱେଷଣରେ…

କୂଅରୁ ମିଳିଲା ମୃତଦେହ, ସୋମବାର ବାରିପଦା ଯାଇ ଆଉ ଘରକୁ ଫେରିନଥିଲେ

ବାରିପଦା(ଦିଲ୍ଲୀପ ମହାନ୍ତି )-  ୪ଦିନ ପରେ ଆଜି ଗ୍ରାମରେ ଥିବା ଏକ କୂଅରେ ନିଖୋଜ ୱାର୍ଡ ମେମ୍ବରଙ୍କ ମୃତଦେହ ଠାବ କରାଯାଇଛି । ମହିଳାମାନେ କୂଅରୁ ପାଣି ନେବା ପାଇଁ ଆସି ଥିବା ବେଳେ କୂଅ ଭିରରେ ଏକ ମଣିଷ  ଭାସୁଥିବାର ଦେଖିବାକୁ ପାଇ ଏବିଷୟରେ ଗ୍ରାମବାସୀଙ୍କୁ ଜଣାଇଥିଲେ  ।  ଲୋକମାନେ…

କରୋନା ଭାଇରସ ସଚେତନତା ବୈଠକ

ପଦ୍ମପୁର/ଶାସକ ପ୍ରଶାସକ : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ତ ଅନ୍ତର୍ଗତ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ସମସ୍ତ ଉପକେନ୍ଦ୍ର ଜରିଆରେ ବ୍ଲକର  ସମସ୍ତ ଗ୍ରାମ ପଞ୍ଚାୟତ ଠାରେ ଆଜି କରୋନା ଭାଇରସ ସଚେତନତା ଅଭିଯାନ ପାଇଁ  ବୈଠକମାନ ଅନୁଷ୍ଠିତ ହୋଇ ଯାଇଛି ।…

ଆସନ୍ତା ରବିବାର ଜନତା କର୍ଫୁ ପାଇଁ ଦେଶବାସୀଙ୍କ ଅନୁରୋଧ କଲେ ମୋଦି 

ସନ୍ଧ୍ୟା ପାଞ୍ଚଟା ସମୟରେ  ପାଞ୍ଚ ମିନିଟ ପାଇଁ କରତାଲି ବଜାଇ - ଘଣ୍ଟି ବଜାଇ ଜଣାଇବା କୃତଜ୍ଞତା  ନୂଆଦିଲ୍ଲୀ :- ମହାମାରୀ କରୋନା ପରିପ୍ରେକ୍ଷୀରେ  ୨୨ ମାର୍ଚ୍ଚ ସକାଳ ୭ରୁ ରାତି ୯ ଯାଏଁ ଜନତା କର୍ଫ୍ୟୁ ପାଳନ ପାଇଁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଜନତା କର୍ଫ୍ୟୁ…

ମାଣିତରାରେ ତହସିଲଦାରଙ୍କ କରୋନା ସଚେତନତା କାର୍ଯ୍ୟକ୍ରମ

ବୁଗୁଡା (ଡ଼ଃ କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ତହସିଲଦାରଙ୍କ ପକ୍ଷରୁ ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି। ତହସିଲଦାର ସଂଗ୍ରାମ କେଶରୀ ଜେନା ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ କରୋନା ସଂକ୍ରମଣ କିପରି…

ସୁନ୍ଦରଗଡ଼: ବଜ୍ରାଘାତ ଯୋଗୁଁ ଦୁଇ ମୃତ ଏବଂ ଜଣେ ଗୁରୁତର

ସୁନ୍ଦରଗଡ଼(ହୋରାଚାନ୍ଦ ଦେହୁରୀଆ) :-ଆଜି ଅପରାହ୍ନ  ସାଢ଼େ ୪ ଟା ସମୟରେ ଧୁରୁଆଡ଼ିହି ଥାନା ଅନ୍ତର୍ଗତ ଘଣ୍ଟିବୁଡ଼ ଅଞ୍ଚଳର ୧୦ ଜଣ କେନ୍ଦୁପତ୍ର ବୁଦା କାଟିବା ପାଇଁ ପାଖ ବଣକୁ ଯାଇଥିଲେ  | କିନ୍ତୁ ଅଚାନକ ଆକାଶ ମେଘମୁକ୍ତ ହୋଇ ଜୋରରେ ପବନ ବୋହିଥିଲା ଶ୍ରମିକ ମାନେ କଣ କରିବେ ଚିନ୍ତା…