୨୮ କୋଟିରୁ ଊର୍ଦ୍ଧ୍ୱ ବିକାଶ ପ୍ରକଳ୍ପକୁ ମିଳିଲା ଗତି

ବିଭିନ୍ନ ୱାର୍ଡରେ ଉଦ୍‌ଘାଟନ, ଶିଳାନ୍ୟାସ ଓ ନୂଆ ପ୍ରକଳ୍ପ ଘୋଷଣା ଝାରସୁଗୁଡ଼ା, ୫/୯: ଝାରସୁଗୁଡ଼ା ପୌରପାଳିକା ଅଧୀନ ବିଭିନ୍ନ ୱାର୍ଡର ସାମଗ୍ରିକ ବିକାଶ ଓ ସହରର ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ୨୮.୦୬ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍‌ଘାଟନ ଓ

ବାଣପୁରରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ପାଳିତ

ବାଣପୁର:(ସେକ୍ କୌସର): ଗୁରୁଦିବସ ପାଳନ ଅବସରରେ ଖୋର୍ଦ୍ଧା ଜିଲ୍ଲା ନୋଡାଲ ଅଫିସର ତଥା ଜିଲ୍ଲା ଶିକ୍ଷାଧିକାରୀଙ୍କ ମାର୍ଗ ଦର୍ଶନରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ବାନାମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟ ସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ -୨୦୨୬ ପାଳିତ

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମି ପ୍ରସଙ୍ଗ: ନେତାଙ୍କ ମତ ପରେ ନାଗରିକ କମିଟିର ନିରବତାକୁ ନେଇ ପ୍ରଶ୍ନ

ବଲାଙ୍ଗୀର/ନିରୋଜ ମିଶ୍ର: ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜମି ଓ ଏହାର ବ୍ୟବହାରକୁ ନେଇ ବଲାଙ୍ଗୀରରେ ଚର୍ଚ୍ଚା ଦିନକୁ ଦିନ ତୀବ୍ର ହେଉଛି। ଏହି ପ୍ରସଙ୍ଗରେ ବିଭିନ୍ନ ରାଜନୈତିକ ନେତାଙ୍କ ମତାମତ ସାମ୍ନାକୁ ଆସିବା ପରେ ଏବେ ବଲାଙ୍ଗୀର ନାଗରିକ କମିଟିର ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ

ଗୁରୁ ଦିବସର ଅନୁଚିନ୍ତା

🔹🔹🔹🔹🔹🔹🔹ଗୁରୁ ତୁମେ ଚିର ଗରୀୟାନକଞ୍ଚା ମାଟିରେ ଗଢ଼ି ପାର ଦିଅଁଦୁନିଆଁରେ ତାକୁ ଗୌରବ ଦିଅସମ୍ଭାବନାକୁ ସମ୍ଭବ କରାଅଜ୍ଞାନ ଦାତା ତୁମେ ଭଗବାନ ।। ଶିକ୍ଷା ସହିତ ସଂସ୍କାର ଦିଅଶୃଙ୍ଖଳା ସଂଯମ ନିଷ୍ଠା ଶିଖାଅମାନବିକତାର ମନ୍ତ୍ର ପଢାଅଜ୍ଞାନ ତେଜେ ବିନାଶ ଅଜ୍ଞାନ ।। ଗୁରୁ ପରମ୍ପରା

କଷ୍ଟରେ କଷ୍ଟି ଡାକୁଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର : ରୋଗୀ ହନ୍ତସନ୍ତ

ଡାକ୍ତର ଅଭାବରୁ କ୍ବାକ୍‌ ଭରସାରେ ରୋଗୀ; ୧.୭୦ କୋଟିର ସ୍ବାସ୍ଥ୍ୟକେନ୍ଦ୍ର, ମିଳୁନି ନିୟମିତ ଚିକିତ୍ସା ସେବା, ଓଡ଼ଗାଁ, ୪।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଗଡ଼ଜାତ ଆନ୍ଦୋଳନର ଅନ୍ୟତମ ସାରଥୀ ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀଙ୍କ ନାମରେ ନାମିତ ନୟାଗଡ଼ ଜିଲ୍ଲା

କଂସାରୀ : ଆସ ଅବତରି

🔹🔹🔹🔹🔹🔹🔹ହେ କୃଷ୍ଣ ବାସୁଦେବ ଦେବକୀ ନନ୍ଦନଗୋପାଳ ଗୋପୀ ବଲ୍ଲଭ ଯଶୋଦା ଜୀବନରାଧାମାଧବ ମୋହନ ମୁକୁନ୍ଦ ମୁରାରିକଂସାରୀ କେଶବ ଗିରି ଗୋବର୍ଦ୍ଧନ ଧାରୀପବିତ୍ର ଏ ଜନ୍ମାଷ୍ଟମୀ ତବ ଜନ୍ମତିଥିଆସ ପ୍ରଭୁ ଅବତରିନାଶିବାକୁ ଧରାରୁ ଅରାତି ।। ଅସୁମାରୀ କଂସାସୁର ମଦମତ୍ତକ୍ଷମତାର ଅସୀମ

ଭଞ୍ଜନଗର ଇସ୍କନ୍ ପକ୍ଷରୁ ମହାଆଡମ୍ବରରେ ପାଳିତ ହେଲା ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ

ଭଞ୍ଜନଗର ରୁ ଉଦୟନାଥ ପଣ୍ଡା ( ଶାସକ ପ୍ରଶାସକ): ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ। ପ୍ରତିବର୍ଷ ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଜନ୍ମାଷ୍ଟମୀ ପାଳନ କରାଯାଏ। ଏହି ଦିନର ବିଶେଷତା ହେଉଛି, ଯେ ଏହିଦିନ ମହାପ୍ରଭୁ ଭଗବାନ ଶ୍ରୀକୃଷ୍ଣ ପାପି ରାକ୍ଷସ ମାନଙ୍କୁ ବିନାଶ କରିବାପାଇଁ

ଜନ୍ମାଷ୍ଟମୀ ଉପଲକ୍ଷେ କୌତୁହଳ ପୋଷାକ ପ୍ରତିଯୋଗିତା ଅନୁଷ୍ଠିତ

ଭବାନୀପାଟଣା ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା: ୦୪/୦୯/୨୦୨୬ ତାରିଣୀ ମନ୍ଦିର ରୋଡ଼ ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ଜନ୍ମାଷ୍ଟମୀ ଉପଲକ୍ଷେ କୌତୁହଳ ପୋଷାକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଶତାଧିକ ଛାତ୍ରଛାତ୍ରୀ କୃଷ୍ଣ ଓ ରାଧା ବେଶରେ ସଜେଇ ହୋଇ

ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ଜନ୍ମାଷ୍ଟମୀ ପାଳିତ

ବେଲଗୁଣ୍ଠା -:4/09/2026-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନସୋରଡ଼ା ବିଧାୟକ ତଥା ଅନୁଷ୍ଠାନ ସଭାପତି ନୀଳମଣି ବିଷୋୟୀଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି | ମୁଖ୍ୟ ଅତିଥି ଭାବେ ଗାଙ୍ଗପୁର ଶରତ ଚନ୍ଦ୍ର ପଣ୍ଡା ସ୍ମାରକୀ

ଜିଲ୍ଲାସ୍ତରୀୟ ସିଏମ୍ କିଷାନ ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ଜିଲ୍ଲାସ୍ତରୀୟ ସିଏମ୍ କିଷାନ ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି