ମୂଲ୍ୟବାନ କାଠ ସହ ମିନିଟ୍ରକ ଓ ବାଇକ ଜବତ, ୪ ଗିରଫ

ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବନ ବିଭାଗ ପକ୍ଷରୁ ଆମ୍ବିଳି ଝର ନିକଟରେ ମୂଲ୍ୟବାନ କାଠ ବୋଝେଇ ୪୦୭ ମିନିଟ୍ରକ, ଏକ ବାଇକ ଜବତ କରବା ସହ କାଠ ଚୋରା ଚାଲାଣ ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।ଓଏଜି ୬୧୭୭ ନମ୍ବର ୪୦୭ ମିନି ଟ୍ରକରେ ଶଗୁଆନ, ଶାଳ, ହଳନ୍ଦ, ଜାମ…

ବୁଗୁଡା ବ୍ଲକ ଓ ସହରରେ ଜନତା କର୍ଫ୍ୟୁ ପ୍ରତି ସ୍ୱତଃସ୍ଫୁର୍ତ୍ତ ସମର୍ଥନ 

ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା:  ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୨୨ ତାରିଖରେ ଜନତା କର୍ଫ୍ୟୁ ପାଳନ କରିବାକୁ ଦେଇଥିବା ଆହ୍ୱାନକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ସହଯୋଗ…

ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ କରୋନା ସଚେତନତା କାର୍ଯ୍ୟକ୍ରମ

ବୁଗୁଡା / ଡ଼ଃ କୁମୁଦ ଚନ୍ଦ୍ର ବେହେରା :ବୁଗୁଡା ବ୍ଲକ ଅନ୍ତର୍ଗତ କରୁଣା ଟ୍ରଷ୍ଟ ପରିଚାଳିତ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ କରୋନା ସଚତେନତା କାର୍ଯ୍ୟକ୍ରମ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଡାକ୍ତର ଦୁର୍ଗା…

ଆବର୍ଜନାରେ ଭର୍ତ୍ତି ହେମସାଗର ପୋଖରୀ, ଦେଖିଲେ ଛାତି କୁଣ୍ଢେମୋଟ ହେଇଯାଉଛି 

 ନାମ ଦେବୋତ୍ତର  ବିଭାଗର, ସରକାରୀ ରେକର୍ଡରେ ପୌରପରିଷଦ  ଦେବୋତ୍ତର ନିର୍ବାହୀ ଅଧିକାରୀଙ୍କ ଅପାରଗତାକୁ ଦାୟୀ କଲେ ସେବାୟତ ଉନ୍ନତିକରଣ ଏବଂ ସୌନ୍ଦର୍ଯ୍ୟକରଣର ନିମନ୍ତେ ୧୩୯.୭୩ ଲକ୍ଷ ଟଙ୍କାର କାମ ପାଇଁ ହୋଇପାରୁନି ଟେଣ୍ଡର  ବାରିପଦା(ଦିଲ୍ଲୀପ ମହାନ୍ତି)-ଉପଯୁକ୍ତ ରକ୍ଷଣାବେକ୍ଷଣ…

ପଦ୍ମପୁର ଉପଖଣ୍ଡରେ ଜନତା କର୍ଫ୍ୟୁକୁ ଜନସାଧାରଣଙ୍କ ସ୍ୱତଃସ୍ଫୁର୍ତ୍ତ ସମର୍ଥନ

ପଦ୍ମପୁର/ ଶାସକ ପ୍ରଶାସକ : ସାରା ବିଶ୍ବକୁ ଏବେ କରୋନା ଭୂତାଣୁ ଭୟ । କରୋନା କୁ ଦମନ କରିବା ପାଇଁ ବିଭିନ୍ନ ସଚେତନତା ପଦକ୍ଷେପ ନିଆଯାଇଛି । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ଆହ୍ବାନକୁ ସମଗ୍ର ଭାରତ ବର୍ଷ ସମର୍ଥନ କରିଛନ୍ତି । ସେହି କ୍ରମରେ ପଦ୍ମପୁର ଉପଖଣ୍ଡର ଜନସାଧାରଣ ମଧ୍ୟ…

ନବୀନଙ୍କ ପଦକ୍ଷେପକୁ ଧର୍ମେନ୍ଦ୍ର କଲେ ସମର୍ଥନ ,ନବୀନ ଜଣାଇଲେ କୃତଜ୍ଞତା

ଭୁବନେଶ୍ୱର(ଶାସକ ପ୍ରଶାସକ) ରାଜ୍ୟରେ କରୋନାର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ରାଜ୍ୟର ୫ ଜିଲ୍ଲା ଓ ୮ଟି ପ୍ରମୁଖ ସହରରରେ ଘୋଷଣା କରିଥିବା ଲକ ଡାଉନକୁ ସମର୍ଥନ କରିଛନ୍ତି କେନ୍ଦ୍ର ପେଟ୍ରୋଲିଅମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ଆଉ ଧର୍ମେନ୍ଦ୍ରଙ୍କ ଏ ସମର୍ଥନ…

କରୋନା ସତର୍କତା: ଆସନ୍ତା କାଲିଠାରୁ ତିନି ଦିନ ପାଇଁ ପାଇକମାଲ ବଜାର ବନ୍ଦ

ବରଗଡ/ଶାସକ ପ୍ରଶାସକ :- କରୋନା ଭୁତାଣୁ କୁ ପରାଜିତ କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଏ ନେଇ ପ୍ରତ୍ୟେକ ଦିନ ନୂଆ ନୂଆ ନିୟମାବଳୀ ମଧ୍ୟ ଜାରି କରାଯାଉଛି । ସରକାର ଙ୍କର ମୁଖ୍ୟ ଲକ୍ଷ ହେଲା ଜନଗହଳି କମାଇବା । ଏଥିପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି…

ଜନତା କର୍ଫ୍ୟୁ ଓ କରୋନା ସମ୍ପର୍କରେ ସଚେତନ କଲେ ପଦ୍ମପୁର ସହରର ଯୁବଗୋଷ୍ଠୀ

ପଦ୍ମପୁର/ ଶାସକ ପ୍ରଶାସକ : ବର୍ତ୍ତମାନ ସମୟରେ ପିଲା ଠୁ ବୁଢା ସମସ୍ତଙ୍କ ମୁହଁରେ ଗୋଟିଏ କଥା କରୋନା । ଚା ଖଟି ହେଉ ଅବା ଅଫିସ ଯେଉଁଠି ଦେଖିଲେ କେବଳ ମାତ୍ର କରୋନା ବିଷୟରେ ଚର୍ଚ୍ଚା ,କାହିଁକି ନା କରୋନା ଭୂତାଣୁ ଚାଇନା ରୁ ଆରମ୍ଭ କରି ସମଗ୍ର ବିଶ୍ବକୁ ଥରହର କରି ସାରିଲାଣି । ଏହି…

ଶାନ୍ତିନଗରରେ ଅବ୍ୟବସ୍ଥା: କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର

ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଶାନ୍ତି ନଗର ଦୁଇ ନମ୍ବର ୱାର୍ଡରେ ବସବାସ କରୁଥିବା ଲୋକେ ଏକ ଅଭିଯୋଗ ପତ୍ରରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଜୟନ୍ତ କୁମାର ସାହୁଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଦାବି ପତ୍ରରେ ପଦ୍ମପୁର ଵିଜ୍ଞାପିତ ଅଞ୍ଚଳ ପରିଷଦର…