ୟାକୁ ହିଁ କହନ୍ତି ସଚେତନତା ଆଉ ସାମାଜିକ ଦାୟିତ୍ୱବୋଧ 

ସମ୍ବଲପୁର, ଝାରସୁଗୁଡା ବ୍ୟୁରୋ ଚିଫ୍(ରମାକାନ୍ତ ବିଶ୍ବାଳ ): କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସମଗ୍ର ଦେଶରେ ଲକ୍‌ ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ସମ୍ବଲପୁର ସହର ଉପଖଣ୍ଡ  ବୈଦାର ନୂଆପାଲି  ଗ୍ରାମରେ ମନକୁ ଖୁସି କଲାଭଳି ଏକ ଚିତ୍ର ଦେଖିବାକୁ ମିଳିଛି। ଗ୍ରାମର ଯୁବକ ସଂଘ ସହ…

ନିଜେ ଯଦି ସଚେତନ ନହେବା ତେବେ ଆମକୁ କରିବ କିଏ 

ସମ୍ବଲପୁର, ଝାରସୁଗୁଡା ବ୍ୟୁରୋ  ଚିଫ୍/  ରମାକାନ୍ତ ବିଶ୍ବାଳ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶକୁ ୨୧ ଦିନ ପାଇଁ ଲକଡାଉନ ଘୋଷଣା ପରେ ଆଜି ସମ୍ବଲପୁର ସହରରେ ଲୋକଙ୍କ ମଧ୍ୟରେ ଯେଉଁ ସଚେତନ ହେବା କଥା ଏଥିରେ ବ୍ୟତିକ୍ରମ  ଦେଖାଯାଇଛି l ମୁଖ୍ୟମନ୍ତ୍ରୀ ମଧ୍ୟ ଭିଡ଼ିଓ ବାର୍ତ୍ତା…

ଗ୍ରାମାଞ୍ଚଳରେ ଲକ୍ ଡାଉନ ପ୍ରଭାବ ଶୂନ୍ୟ : ଗୁରୁତ୍ୱ ହରାଉଛି ସଚେତନତା

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ  : କୋରନା ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନଆ ଲକ୍ ଡାଉନ ଘୋଷଣା କରିଛନ୍ତି I ଯାହାର ଅର୍ଥ ନିହାତି ଆବଶ୍ୟକ ନଥିଲେ ୨୧ ଦିନ ପାଇଁ  କେହି ଘରୁ ପଦାକୁ ବାହାରିବେନି ଓ ସାମାଜିକ ଦୂରତ୍ୱ ବଜାୟୀ…

ବିଧାୟକ ପାଣ୍ଠିରୁ ୫ ଲକ୍ଷ ଦେଲେ ବାରିପଦା ବିଧାୟକ ପ୍ରକାଶ ସୋରେନ

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ କରୋନା ଭୂତାଣର ମୁକାବିଲା ନିମନ୍ତେ ବାରିପଦା ବିଧାୟକ ପ୍ରକାଶ ସୋରେନ ନିଜ ହାତପାଣ୍ଠି(୨୦୧୯-୨୦ ଆର୍ଥିକ ବର୍ଷ)ରୁ ୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଏଥି ନିମନ୍ତେ ବିଧାୟକ ଶ୍ରୀସୋରେନ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ…

କରୋନା ମୁକାବିଲା ପାଇଁ ହାତ ବଢ଼ାଇଲେ ସାଂସଦ ସରୋଜିନୀ 

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ ମାସର ଦରମା  ମୟୂରଭଞ୍ଜ ପାଇଁ ହାତ ପାଣ୍ଠିରୁ ୫୦ ଲକ୍ଷ ପ୍ରଦାନ କଲେ  ବାରିପଦା(ଦିଲ୍ଲୀପ ମହାନ୍ତି )- ରାଜ୍ୟରେ କରୋନାର ମୁକାବିଲା ନିମନ୍ତେ ରାଜ୍ୟ ସଭା ସାଂସଦ ସରୋଜିନୀ ହେମ୍ବ୍ରମ ନିଜର ୩ ମାସ ଦରମା(୩ ଲକ୍ଷ ଟଙ୍କା) ମୁଖ୍ୟମନ୍ତ୍ରୀ…

ବାରିପଦାରେ  ହୋମ ଡେଲିଭରୀ ସୁବିଧା ଯୋଗାଇବ ହଙ୍ଗରୀ ଟିନ୍

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦରେ ଗ୍ରୋସାରୀ, ହାଇଜେନିକ୍ ରନ୍ଧା ଖାଦ୍ୟ, ମେଡ଼ିସିନ ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀ ଗୁଡ଼ିକର ହୋମ ଡେଲିଭରୀର ସୁବିଧା ଯୋଗାଇ ଦେବ ହଙ୍ଗରୀ ଟିନ୍ ସଂସ୍ଥା । ଏଥି ନିମନ୍ତେ ଜନସାଧାରଣ ଗୁଗୁଲ ପ୍ଲେ ଷ୍ଟୋରରୁ ହଙ୍ଗରୀ ଟିନ୍ ଆପ୍ପକୁ ଡ଼ାଉନ ଲୋବ…

ଓଡ଼ଗାଁ ଅଂଚଳର ୭୬ଜଣ ଶ୍ରମିକ ଅନ୍ୟ ରାଜ୍ୟରେ ଫସିରହିଛନ୍ତି 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ଥାନା କୁରାଳ ଗ୍ରାମ ପଂଚାୟତ ନାଥିଆପଲ୍ଲୀ ଗ୍ରାମର ଝାଡଖଣ୍ଡର ଗୁମୁଲା ଜିଲ୍ଲାର ପନସୋ ଗ୍ରାମରେ ୨୦ଜଣ, ଲିଙ୍ଗରାଜପ୍ରସାଦ ଓ ଡଣ୍ଡରର ପୁନେର ଛକନ ଠାରେ ୩୬ଜଣ ଏବଂ ସୁନାମୁହିଁର ଗୋଆରେ ୨୦ଜଣରୁ ଉର୍ଦ୍ଧ ଶ୍ରମିକ କାମ କରିବାକୁ ଯାଇ ଫସି ରହିଛନ୍ତି ।…

କରୋନା ଅପଡେଟ : ମୁଖ୍ୟମନ୍ତ୍ରୀ ଘୋଷଣା କଲେ ପ୍ୟାକେଜ,  ତୃତୀୟ ଆକ୍ରାଙ୍କଙ୍କ ସହ ମିଶିଥିବା ଲୋକଙ୍କୁ ଚାଲିଛି ଖୋଜା

୨୨୦୦ କୋଟି ଟଙ୍କାର ପ୍ୟାକେଜ୍, ୯୪ ଲକ୍ଷ ପରିବାରଙ୍କୁ ୧୦୦୦ ଟଙ୍କା ଲେଖାଏଁ ସହାୟତା ସାମାଜିକ ସୁରକ୍ଷା ଯୋଜନାର ୪୮ ଲକ୍ଷ ହିତାଧିକାରୀଙ୍କୁ ଆଗୁଆ ଚାରିମାସର ଭତ୍ତା ୨୨ ଲକ୍ଷ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ରାଜ୍ୟ ସରକାର ୧୫୦୦ ଟଙ୍କା ଲେଖାଏଁ ସହାୟତା ୪୪୯୫ ଜଣ ୧୦୪…

ପଦ୍ମପୁରରେ ଏନଏସି ପକ୍ଷରୁ ସଚେତନତା ଓ କ୍ଲୋରିନ ପାଣି ସିଞ୍ଚନ

ପଦ୍ମପୁର-କରୋନା ନିରାକରଣ ପାଇଁ ଏ ଯାଏଁ କୌଣସି ଔଷଧ ବାହାରିନାହିଁ । କରୋନା କୁ ଦମନ ପାଇଁ ସଚେତନତା ଏକମାତ୍ର ଉପାୟ । ସାଇଟାଇଜର,ହେଣ୍ଡଓ୍ବାସ ତଥା ସାବୁନରେ ହାତ ଧୋଇବା । ମୁହରେ ମାକ୍ସ ଲଗାଇବା । ପରିବେଶ ଚାରିପଟେ ସଫାରଖିବା ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସମସ୍ତ ଜନସାଧାରଣଙ୍କୁ…

ପ୍ରବାସରେ ଦାଦନଙ୍କ ବିକଳ ନିବେଦନ : ଆମକୁ ଦୟାକରି ଘରକୁ ଫେରାଇ ନିଅନ୍ତୁ 

http://www.youtube.com/watch?v=3-FEFLvG4a8 ବୀରମହାରାଜପୁର/ ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ : ଲକ୍ ଡାଉନ୍ ଯୋଗୁ ଦାଦନ  ଖଟିବାକୁ ଯାଇ ଆନ୍ଧ୍ରରେ ଫସି ରହିଛନ୍ତି ବୀରମହାରାଜପୁର ଅଞ୍ଚଳର ୧୦୦ ରୁ ଅଧିକ ଶ୍ରମିକ । ଏକ ସ୍ୱତନ୍ତ୍ର ଭିଡିଓ ମାଧ୍ୟମରେ ଉଦ୍ଧାର ପାଇଁ…