ଆଜି ସୁସ୍ଥ ହେଲେ ୧୩୧ ଜଣ

0 2

 ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ରାଜ୍ୟରେ ୧୩୧ ଜଣ କରନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଫଳରେ ସୁସ୍ଥ ଲୋକଙ୍କ ସଂଖ୍ୟା ୪୪୨୨ରେ ପହଂଚିଛି | ଆଜି ସୁସ୍ଥଙ୍କ ମଧ୍ୟରେ ୪୩ଜଣ  ଗଂଜାମରୁ, ୨୮ଜଣ ପୁରୀରୁ, 21 ଜଣ ଖୋର୍ଦ୍ଧାରୁ, ୧୨ଜଣ କନ୍ଧମାଳରୁ, ୭ଜଣ  ଜଗତସିଂହପୁରରୁ, ୬ଜଣ  ନବରଂଗପୁରରୁ, 5 ଜଣ କେନ୍ଦ୍ରାପଡ଼ାରୁ, ବାଲେଶ୍ୱର ଓ କଟକରୁ ୨ ଜଣ ଲେଖାଏଁ, ବରଗଡ, ବଲାଙ୍ଗୀର, ଝାରସୁଗୁଡା, କେନ୍ଦୁଝର ଓ ସୁନ୍ଦେରଗଡରୁ ଜଣେ ଲେଖାଏ  ଅନ୍ତର୍ଭୁକ୍ତ | 

 

Leave A Reply

Your email address will not be published.