ଶିଶୁର ଶ୍ୱାସନଳୀରୁ ବାହାରିଲା ହୁଇସିଲ
ସମ ଅଲଟିମେଟ ମେଡ଼ିକେଆର ରେ ବିରଳ ଅସ୍ତ୍ରୋପଚାର
ଭୁବନେଶ୍ୱର/ : ଜଟିଳ ଜୀବନ ରକ୍ଷାକାରୀ ପ୍ରକ୍ରିୟାରେ ସମ ଅଲଟିମେଟ ମେଡିକେଆର ହସ୍ପିଟାଲ ର ଡାକ୍ତର ସଫଳତାର ସହ 4 ବର୍ଷ ଝିଅର ଶ୍ୱାସନଳୀ ରେ ଅଟକି ଥିବା ହୁଇସିଲ କାଢ଼ିବାରେ ସକ୍ଷମ ହୋଇପାରିଛନ୍ତି ।
ସୋନପୁର ଅଂଚଳର ମିନୁ ମିଶ୍ର ନାମକ…