ରକ୍ତ ଅଭାବୀ ସମୟରେ ନିଡିୱାଲ ତରଫରୁ ରକ୍ତଦାନ  

ବଲାଙ୍ଗୀର(ନିରୋଜ ମିଶ୍ର) - ଦେଶ ସାରା କରୋନା ବିରୁଦ୍ଧରେ ଲଢେଇ ଲାଗି ରହିଥିବା ସମୟରେ ତାଲା ବନ୍ଦ ଯୋଗୁଁ ବଲାଙ୍ଗିର ମୁଖ୍ୟ ଡାକ୍ତରଖାନା ସ୍ଥିତ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଦେଇଛିି । ଏହି ଅବସରରେ ସ୍ୱେଚ୍ଛାସେବୀ ସଂଗଠନ ନିଡିୱାଲ ତରଫରୁ ସ୍ୱଇଚ୍ଛାରେ ଯୁବ କାର୍ଯ୍ୟକର୍ତ୍ତା…

କରୋନା ମୁକାବିଲାକୁ ନେଇ ସରକାରଙ୍କ କଥା ଓ କାମରେ ମେଳ ରହୁ ନାହିଁ – ନରସିଂହ

ଡାକ୍ତର, ପୋଲିସ ଓ ନର୍ସିଂ ଷ୍ଟାଫ୍ ଙ୍କୁ ବିଧାନସଭାରେ କଲେ ପ୍ରଶଂସା  ବଲାଙ୍ଗିରରେ ପିଇବା ପାଣି ସମସ୍ୟା ଦୂର କରନ୍ତୁ - ନରସିଂହ   ବଲାଙ୍ଗୀର,(ନିରୋଜ ମିଶ୍ର) - ବର୍ତ୍ତମାନ ଦେଶ ଏକ ଘଡିସନ୍ଧି ମୁହୁର୍ତ୍ତରେ ·ଲିଛି । କରୋନା ଭୁତାଣୁ ଭୟାବହତା ସାରା ବିଶ୍ୱକୁ ଗ୍ରାସି ସାରିଛି । କରୋନା…

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ

 ଏମକେସିଜି  ମେଡିକାଲ୍ କଲେଜ୍, ଭିମ୍ସାରରେ କୋଭିଡ୍-୧୯ ପରୀକ୍ଷା କେନ୍ଦ୍ର ପାଇଁ ଦାବି  ଭେଣ୍ଟିଲେଟର, ପିପିଇ, ମାସ୍କ ଓ ସାନିଟାଇଜର ଭଳି ସାମଗ୍ରୀ ଯୋଗାଣ ଉପରେ ଗୁରୁତ୍ୱ ଭୁବନେଶ୍ୱର (ଶାସକ ପ୍ରଶାସକ) : ସରକାର ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ କୋଭିଡ୍-୧୯ ପ୍ରତିରୋଧ କ୍ଷେତ୍ରରେ…

ମାଷ୍ଟ୍ରେ ତ ବିଶୃଙ୍ଖଳିତ, ପିଲାଙ୍କୁ ଶିଖାଇବେ କଣ !!!!

ସରକାରଙ୍କ ନିର୍ଦ୍ଦେଶ ପାଳନ କରୁନାହାନ୍ତି ବିଦ୍ୟାଳୟର ଶିକ୍ଷକ ବାରିପଦା(ଦିଲ୍ଲୀପ ମହାନ୍ତି )- ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟାହ୍ନ ଭୋଜନ ସାମଗ୍ରୀ ସଂଗ୍ରହ କରିବା ନିମନ୍ତେ ବିଦ୍ୟାଳୟ କତ୍ତୃପକ୍ଷ ଟୋକନ ବ୍ୟବସ୍ଥା କରିଛନ୍ତି । ଉକ୍ତ ଟୋକନ ଅନୁସାରେ ବିଦ୍ୟାଳୟଗୁଡ଼ିକରେ…

ଋଷ ଫରନ୍ତା ମେଡ଼ିକାଲ ଛାତ୍ରୀ ଆଇସୋଲେସନରେ 

ମୟୂରଭଞ୍ଜରୁ ଯାଇଥିବା ୧୮ ରକ୍ତର ନମୁନା ନେଗେଟିଭ ବାହାରିଲା ବାରିପଦା(ଦିଲ୍ଲୀପ ମହାନ୍ତି )-ମୟୂରଭଞ୍ଜ ଜିଲ୍ଲାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୮ ଜଣଙ୍କ ନିକଟରୁ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ଭୂବନେଶ୍ୱରସ୍ଥିତ ଆରଏମଆରସିକୁ ପଠାଯାଇଥିଲା । ଏହି ସମସ୍ତ ରକ୍ତ ନମୁନାର…

କରୋନା ମୁକାବିଲା : ସାମାଜିକ ଦାୟିତ୍ୱବୋଧ ପ୍ରଦର୍ଶନ କଲେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ 

 ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କଲେ ପ୍ରଥମ ପେନସନ ୩୬ହଜାର ଟଙ୍କା  ଓଡ଼ଗାଁ, କୁରାଳ (ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ବ୍ଲକ ପ୍ରଶାସନ ତରଫରୁ କରୋନା ଭାଇରସର ମୁକାବିଲା ପାଇଁ ଅନେକ ପ୍ରତିଷେଧକ ପଦକ୍ଷେପ ନିଆଯାଇଥିବା ବେଳେ ଆସନ୍ତା କାଲି ଆରମ୍ଭ ହେଉଥିବା ପ୍ରସିଦ୍ଧ ଶ୍ରାରାମ ନବମୀ…

ଅରବିନ୍ଦ ଶିକ୍ଷା କେନ୍ଦ୍ର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକ ବାଲିପଦର ସ୍ଥିତ ମାତୃଗିରିରେ ପ୍ରତିଷ୍ଠିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପକ୍ଷରୁ କରୋନା ରୋଗର ପ୍ରତିରୋଧ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଥିବା ଜଣାପଡ଼ିଛି। ଶିକ୍ଷାନୁଷ୍ଠାନର ମୁଖ୍ୟ ରତ୍ନାକର…

ପ୍ରବାସେ କରୋନା ଯନ୍ତ୍ରଣା : ପାଞ୍ଚ ଦିନରେ ଖାଇଛନ୍ତି ମାତ୍ର ଦିଥର

କେରଳରେ ଫସିଛନ୍ତି ବୁଗୁଡା ଅଂଚଳର ୧୪ ଶ୍ରମିକ  ବୁଗୁଡା (ଡ଼ଃ କୁମୁଦ ଚନ୍ଦ୍ର ବେହେରା) :  କେରଳରେ ଗଞ୍ଜାମ ଜିଲ୍ଲାର ଆମ ଓଡ଼ିଆ ଶ୍ରମିକ ୧୪ ଜଣ ପାଞ୍ଚ ଦିନରେ ମାତ୍ର ଦୁଇ ଥର ଖାଇ ଦୁର୍ଦ୍ଦିନରେ ଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ୯ ଜଣ ପୋଲସରା ବ୍ଲକ,୪ ଜଣ ଆସିକା ବ୍ଲକ ଓ ଜଣେ ବୁଗୁଡା…

ଚିହ୍ନଟ ହେଲେ ପଞ୍ଚମ କରୋନା ରୋଗୀ

ଭୁବନେଶ୍ୱର : ରାଜ୍ୟରେ ଦ୍ଵିତୀୟ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଯାଉଥିବା ବେଳେ ବୁଧବାର ଦିନ ରାଜ୍ୟରେ ପଞ୍ଚମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ରୋଗୀଙ୍କ ସ୍ୱାବ ନମୁନା ପଜିଟିଭ ଆସିଛି ଭୁବନେଶ୍ୱର ଏମ୍ସରେ ହୋଇଥିବା ପରୀକ୍ଷାରେ । ପଞ୍ଚମ କରୋନା ରୋଗୀଙ୍କ ଘର ଭୁବନେଶ୍ୱରର ସୂର୍ୟନଗରରେ…

ଖୁସି ଖବର : ସମ୍ପୁର୍ଣ ସୁସ୍ଥ ହେଲେ ଦ୍ଵିତୀୟ କରୋନା ରୋଗୀ

ଭୁବନେଶ୍ୱର :- ଖୁସିର ଖବର । ଆମ ରାଜ୍ୟର ଦ୍ଵିତୀୟ କୋରୋନା ରୋଗୀ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ  । ତାଙ୍କର ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି ଓ ତାଙ୍କୁ ଡାକ୍ତରଖାନାରୁ ଛାଡି ଦିଆଯାଇଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଟ୍ୱିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।