ଆଜି କୋବିଦ-୧୯ ମୁକ୍ତ ହେଲେ ୧୪୯ ଜଣ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି କୋବିଦ ୧୯ ମୁକ୍ତ ହେଲେ ୧୪୯ ଜଣ | ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୫୫୦୨ ରେ ପହଂଚିଛି | ଆଜି ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୪୯ଜଣ ଗଂଜାମରୁ, ୨୪ଜଣ ଖୋର୍ଦ୍ଧାରୁ, ୧୪ଜଣ ମୟୁରଭଞ୍ଜରୁ, 13 ଜଣ କଟକରୁ ସାମିଲ ଥିବା ବେଳେ କଳାହାଣ୍ଡି ଓ…