ବଣ ମଇଁଷି ଆତଙ୍କ, ୩ ଆହତ
ଝାରବନ୍ଧ-ମନୋହର ଦାଶ :ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ପଞ୍ଚାୟତ ଅଧିନସ୍ତ ବିଜରାଭଟା ଓ ନୂଆପଡା ଗାଁ ରେ ବଣମଇଁଷି ଆକ୍ରମଣ ରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ନୂଆପଡା ଗ୍ରାମ ର ବିରଞ୍ଚି ନାଏକ ଏବଂ ବିଜରାଭଟା ଗ୍ରାମ ର ନୁରା ପୋଢ଼ ଓ ଗୋପତ ଜଗତ । ସେମାନଙ୍କୁ ଚିକତ୍ସା…