ଡାକ୍ତର ରାମଚନ୍ଦାନୀ ଦମ୍ପତ୍ତିଙ୍କ ମଣିଷପଣିଆକୁ ସଲାମ
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ଅନେକ ସମୟରେ ନିଜ ମଣିଷ ପଣିଆ ପାଇଁ ଚର୍ଚ୍ଚାରେ ରହି ଆସିଥିବା ଲୋକପ୍ରିୟ ଡାକ୍ତର ଶଙ୍କର ରାମଚନ୍ଦାନୀ ଏବେ ପୁଣି ଚର୍ଚାରେ | ଲକ ଡାଉନ ସମୟରେ ଅସହାୟ କୁନି ଝିଅକୁ ନିଜ ଝିଅ ଭଳି ଘରେ ରଖି ଚିକିତ୍ସା କରୁଛନ୍ତି ବୁର୍ଲାର ଅତି ପରିଚିତ ଡାକ୍ତର ଦମ୍ପତି…