କରୋନା ଲଢେଇ ବେଳେ ଆଇଆଇସିଙ୍କ ବଦଳି, ଲୋକେ କ୍ଷୁବ୍ଧ
ନୂଆପଡା/ ଅମିତ ପୁରୋହିତ ; ବର୍ତ୍ତମାନ କରୋନ ମହାମାରୀର ପ୍ରକୋପ ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ବେଳେ ସ୍ୱାସ୍ଥ୍ୟକର୍ମୀ ଓ ପୋଲିସ ବିଭାଗର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ସେମାନେ ନିଜ ଜୀବନକୁ ବାଜି ଲଗାଇ ନିଜର କର୍ତ୍ତବ୍ୟକୁ ଅଗ୍ରାଧିକାର ଦେଇ ଦିନରାତି କରୋନା ମହାମାରୀର…