ସଞ୍ଜୟଙ୍କ ମୁହଁରେ ଦଳୀୟନେତାଙ୍କୁ ନବୀନଙ୍କ ପରାମର୍ଶ

http://www.youtube.com/watch?v=ilsWC920BC0 ଦଳୀୟ କର୍ମକର୍ତ୍ତା ନେତା ଓ ଶୁଭେଛୁଙ୍କ ବିଜେଡି ସୁପ୍ରିମୋ ନବୀନଙ୍କ ପରାମର୍ଶ ସ୍ୱାସ୍ଥ୍ୟ ବିଭାଗର ଗାଇଡଲାଇନ ଅନୁପାଳନ କର,ଭୋକିଲା ମୁହଁରେ ଆହାର ପହଂଚାଅ ରକ୍ତ ସଙ୍କଟ ଏଡ଼ାଇବା ପାଇଁ ଜୀବନ ବିନ୍ଦୁ ଜାରି ରଖ   ଭୁବନେଶ୍ୱର( ଶାସକ…

 ସତ୍ୟନଗରର କିଛି ଅଂଚଲ ସିଲ, ଏବେ କଣ୍ଟନମେଣ୍ଟ ଜୋନ

ଭୁବନେଶ୍ୱର(ଶାସକ ପ୍ରଶାସକ ) କୋବିଦ ୧୯ର ସଂକ୍ରମଣକୁ ପ୍ରତିହତ କରିବା ପାଇଁ  ଭୁବନେଶ୍ୱର ସତ୍ୟନଗର ଅଂଚଳର କିଛି ସ୍ଥାନକୁ କଣ୍ଟନମେଣ୍ଟ ଜୋନ ଭାବେ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ | ଏ ବାବଦରେ ବିଏମସି ଜାରି କରିଛି ବିଜ୍ଞପ୍ତି | ସେ ଅଂଚଳ ହେଲେ ବିଗ ବଜାର ରାସ୍ତାର ଉତ୍ତରକୁ ଥିବା…

ଅନୁକରଣୀୟ : କେନ୍ଦ୍ରମନ୍ତ୍ରୀଙ୍କ ଧର୍ମପତ୍ନୀ ଓ କନ୍ୟା ପ୍ରସ୍ତୁତ କଲେ ମାସ୍କ 

ଭୁବନେଶ୍ୱର(ଶାସକ ପ୍ରଶାସକ) : କରୋନା ପାଇଁ ସବୁକିଛି ଠପ ହୋଇପଡିଥିବା ବେକେ ସାରାଦେଶ ଘର ଭିତରେ ଆବଦ୍ଧ | ଆଉ ୨୧ ଦିନିଆ ଲକ  ଡାଉନ ଏକପ୍ରକାର ଗୃହ ବନ୍ଦୀ କରି ରଖିଛି ସମସ୍ତଙ୍କୁ | କେହି କେହି ଏଖକୁ ଦଣ୍ଡ ବୋଲି ଭାବି ନେଇଥିବା ବେଳେ ଆଉ କେହି କେହି ଏହି ଲକ ଡାଉନକୁ ସକାରାତ୍ମକ ଢଙ୍ଗରେ…

ଓଡଗାଁ ଶ୍ରୀରାମ ନବମୀ ଯାତ୍ରାର ୬ଷ୍ଠ  ସନ୍ଧ୍ୟା: ପିତୃସତ୍ୟ ପାଳନାର୍ଥେ ବନବାସରେ ଗଲେ ରଘୁନନ୍ଦନ 

ଓଡଗା(ଶ୍ରୀକାନ୍ତ ମିଶ୍ର)  : ଓଡଗାଁ ଶ୍ରୀରଘୁନାଥ ଜୀଉଙ୍କ ଶ୍ରୀରାମ ନବମୀ ଯାତ୍ରାର ୬ଷ୍ଠ  ସନ୍ଧ୍ୟାରେ ପ୍ରଭୁଙ୍କ ବନବାସ ବେଶ ଥିଲା ଅତ୍ୟନ୍ତ ମନୋରମ ।  ଅଯୋଧ୍ୟାର ରାଜା ଦଶରଥ ନନ୍ଦନ ଶ୍ରୀରାମ ପିତୃସତ୍ୟ ପାଳନ କରିବାକୁ ରାଜ୍ୟ ଏବଂ ରାଜ-ସିଂହାସନକୁ ତୁଚ୍ଛକରି ରାତି ପାହିବା ବେଳକୁ ବନବାସରେ…

ଦଣ୍ଡୁଆଙ୍କୁ ଦଣ୍ଡ : ୧୧ ଦଣ୍ଡୁଆଙ୍କ ନାମରେ ମାମଲା ରୁଜୁ

ଓଡଗା/ କୁରାଳ(ଶ୍ରୀକାନ୍ତ ମିଶ୍ର)  : ମହାମାରୀ କରୋନା ପାଇଁ ସାରାଦେଶରେ ଲକଡାଉନ ଘୋଷଣା ହୋଇଥିବା ବେଳେ, ଏହି ସମୟରେ ଜାନୀ ଯାତ୍ରା, ମେଳା ମହୋତ୍ସବ  ବନ୍ଦ କରିବା ସହିତ ସାମାଜିକ ଦୁରତା ରକ୍ଷା କରିବା ସହିତ ଏବଂ ଅନ୍ୟାବଶ୍ୟକ ସ୍ଥଳେ ଘରୁ ନବାହାରିବା ପାଇଁ ନିର୍ଦ୍ଦେଶ  ରହିଛି । ନିର୍ଦ୍ଦେଶ…

ଆବୁଧାବୀ ରାଷ୍ଟ୍ରାୟତ ତୈଳ କମ୍ପାନୀର ସିଇଓଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 

କରୋନା ମୁକାବିଲା ପାଇଁ ଦେଶରେ ଉର୍ଜା ସମସ୍ୟାକୁ ଦୂର କରିବା ତଥା ଅଧିକ ଏଲପିଜି ଯୋଗାଣ ନେଇ ଆଲୋଚନା ଋଣନୈତିକ ସହଯୋଗୀ ଢାଂଚାରେ ମିଳିତ ଭାବେ କାର୍ଯ୍ୟ କରିବାକୁ ସମ୍ମତି, ଭାରତକୁ ଅତିରିକ୍ତ ଏଲପିଜି ଯୋଗାଣ ନେଇ ପ୍ରତିଶ୍ରୁତି  ନୂଆଦିଲ୍ଲୀ/ଭୁବନେଶ୍ୱର(ଶାସକ ପ୍ରଶାସକ) – କରୋନା ମୁକାବିଲା…

ବିଶାଖାପାଟଣା-ସମ୍ବଲପୁର, ବିଶାଖାପାଟଣା-କଟକ ଏବଂ ଯଶବନ୍ତପୁର-ଗୌହାଟି ମଧ୍ୟରେ ପାର୍ସେଲ ଟ୍ରେନ୍ ସେବା

• ଯେଉଁ ବ୍ୟବସାୟୀମାନେ ଏହି ସେବାର ସୁବିଧା ନେବାକୁ ଚାହୁଁଛନ୍ତି ସେମାନେ ଅଧିକ ସୂଚନା ନିମନ୍ତେ ଷ୍ଟେସନ ମ୍ୟାନେଜର ଓ ପାର୍ସେଲ ସୁପରଭାଇଜରଙ୍କୁ ଯୋଗାଯୋଗ କରନ୍ତୁ । • ଚାହିଦା ଉପରେ ସମିକ୍ଷାକରି ପାର୍ସେଲ ଟ୍ରେନ୍ ଚଳାଚଳ ଦିବସ ବୃଦ୍ଧି କରାଯିବ, ରାଜ୍ୟ ସରକାରଙ୍କ - ବିଭିନ୍ନ ଜିଲ୍ଲା…

 କରୋନା ମୁକାବିଲା ନିମନ୍ତେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ବିଫଳ – ଲୋକସଭା ସାଂସଦ ଇଂ ଟୁଡ଼ୁ

"ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ପ୍ରଦର୍ଶନ କରୁଛନ୍ତି ସରକାରୀ ଅଧିକାରୀ" ବାରିପଦା(ଦିଲ୍ଲୀପ ମହାନ୍ତି )- କରୋନା ମୁକାବିଲାକୁ ନେଇ ମୟୂରଞ୍ଜ ଜିଲ୍ଲାପ୍ରଶାସନ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି ଏବଂ ନିର୍ବାଚିତ ଲୋକପ୍ରତିନିଧାମାନଙ୍କୁ ପ୍ରଶାସନିକ ଅଧିକାରୀମାନେ ଅଣଦେଖା ପ୍ରଦର୍ଶନ…

ଅସ୍ଥାୟୀ ମେଡ଼ିକାଲ କେମ୍ପ ଓ ରଙ୍ଗାମାଟିଆ ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ

ବାରିପଦା(ଦିଲ୍ଲୀପ ମହାନ୍ତି )-  କୋଭିଡ଼-୧୯ ଭୂତାଣୁର ମୁକାବିଲା ନେଇ ଆଜି ସନ୍ଧ୍ୟାରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଶାମାଖୁଣ୍ଟା ବ୍ଲକ ଅଧୀନସ୍ଥ ଟିକରପଡ଼ା ସରକାରୀ ପଲିଟେକ୍ନିକ୍ ସମେତ ବ୍ଲକର ୨ଟି ସ୍ଥାନରେ ହୋଇଥିବା ଅସ୍ଥାୟୀ ମେଡ଼ିକାଲ କ୍ୟାମ୍ପ ପରିଦର୍ଶନ କରିଥିଲେ । ଏଥି…

ମୟୂରଭଞ୍ଜରେ ୨ ଶହ ଶଯ୍ୟା ବିଶିଷ୍ଟ କୋଭିଡ଼ ହସପିଟାଲ : ଜିଲ୍ଲାପ୍ରଶାସନ ଓ କିମସ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ 

କିସ କ୍ୟାମ୍ପସ ପରିସରରେ ୭ ଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭ ହେବ ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲାରେ ୨ ଶହ ଶଯ୍ୟା ବିଶିଷ୍ଟ ଏକ ସ୍ୱତନ୍ତ୍ର କୋଭିଡ଼ ହସପିଟାଲ ପ୍ରତିଷ୍ଠା  ନେଇ ଆଜି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଓ କିମସ ହସପିଟାଲ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି ।…