ଯାଯାବରଙ୍କ ମୁହଁରେ ଆହାର ଦେଲେ ବୈସ୍ନୋଦେବୀ ରାଇସ ମିଲ
ବରଗଡ (ଶାସକ ପ୍ରଶାସକ):- ଦେଶ ବର୍ତ୍ତମାନ ଏକ ଘଡିସନ୍ଧି ମୁହୁର୍ତ୍ତ ଦେଇ ଗତି କରୁଛି । ତାଲା ବନ୍ଦ ଯୋଗୁ ବର୍ତ୍ତମାନ ଅଧିକାଂଶ ଗରିବ ଲୋକଙ୍କ ପାଖରେ କୋଣସି କାମ ନାହିଁ । ଯାହା ଫଳରେ ସେମାନଙ୍କର ସମ୍ମୁଖରେ ନିଜ ପରିବାର ପୋଷଣ କରିବା ସମ୍ଭବ ହୋଇ ପାରୁନାହିଁ । ସରକାର , ସରକାରୀ ଅଧିକାରୀ…