ଭୁବନେଶ୍ୱର : ଆସନ୍ତା ୧୧ ତାରିଖ ଦିନ ୯ ଟା ଠାରୁ ୧୩ ତାରିଖ ଦିନ ୯ ଟା ପର୍ଯ୍ୟନ୍ତ କର୍ମଚାରୀ ଓ ସର୍ବସାଧାରଣଙ୍କ ପାଇଁ ପୋଲିସ ସେବା ଭବନ ବନ୍ଦ ରହିବ | ପ୍ରତିଷେଧକ ବ୍ୟବସ୍ଥା ଭାବରେ ସରକାରୀ ଛୁଟି ଦିନ(ଦ୍ଵିତୀୟ ଶନିବାର ଓ ରବିବାର) ରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି | କଥାକୁ ବନ୍ଦ କରିବା ପୂର୍ବରୁ ତାକୁ ସାନିଟାଈଜ଼ କରାଯିବ ବୋଲି ପୋଲିସ କମିସନରେଟ ପୋଲିସ ପକ୍ଷରୁ କୁହାଯାଇଛି |
Sign in
Sign in
Recover your password.
A password will be e-mailed to you.
Prev Post