ବୁଗୁଡା ସହରରେ ବିଶୋଧନ କାର୍ଯ୍ୟକ୍ରମ ଆରମ୍ଭ
ବୁଗୁଡା(ଡ଼ଃ କୁମୁଦ ଚନ୍ଦ୍ର ବେହେରା): ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଅଗ୍ନିଶମ ବିଭାଗ ମିଳିତ ଉଦ୍ୟମରେ ବୁଗୁଡା ସହରକୁ ବିଶୋଧନ କରିବା ପାଇଁ ଶୁକ୍ରବାର ଦିନ ପଦକ୍ଷେପ ଆରମ୍ଭ ହୋଇଥିବା ଏନଏସି ଇଓ ରଶ୍ମିରଞ୍ଜନ ଦାଶ ପ୍ରକାଶ କରିଛନ୍ତି। କରେନା ସଂକ୍ରମଣ ରୋକିବା ପାଇଁ ବୁଗୁଡା ସହରକୁ…