ବଲାଙ୍ଗୀର : ସମଲେଇ ମନ୍ଦିର ଛକ ଅପସରା ଜୋନ ପାଖରେ ଥିବା ବାଲାଜୀ ବେକେରି କୁ ସାମାଜିକ ଦୂରତାକୁ ଅଣଦେଖା କରୁଥିବାରୁ ବା ସାମାଜିକ ଦୂରତା ନିୟମ ନମାନିବାରୁ ଆଜି ସିଲ କରି 5000 ଟଙ୍କା ଫାଇନ ଦିଆଯାଇଛି l ସେହିପରି KK ମୋବାଇଲ ରିପେୟାରିଙ୍ଗ ଦୋକାନ କୁ ସିଲ କରିବା ସହିତ 1000 ଟଙ୍କା ଫାଇନ ପକାଯାଇଛି l ସିଲ କଲା ସମୟରେ ଉପଜିଲ୍ଲାପାଳ ଶ୍ରୀ ସଞ୍ଜୟ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.
Next Post