ହଜି ଯାଉଛି ମଣିଷ ପଣିଆ , ତଥାପି ବଂଚିଛି କିଛି ଲୋକଙ୍କ ଭିତରେ !!!!
ବେସାହାରାଙ୍କ ସାହା ହେଲେ ଡାକ୍ତର ଶଙ୍କର ରାମଚନ୍ଦନୀ
ନିଜ ବ୍ୟବସ୍ଥାରେ ଅଜଣା ମହିଳାଙ୍କ ଅନ୍ତେଷ୍ଠି କ୍ରିୟା କଲେ ଯୁବ ଡାକ୍ତର ରାମଚନ୍ଦନୀ
କରୋନାର ଭୟ ଗାଁ କୁ ପସେଇ ଦେଲେନି ମୃତ ମହିଳାଙ୍କ ଶବ ।
ସମ୍ବଲପୁର-ଝାରସୁଗୁଡା ବ୍ୟୁରୋ ଚିଫ୍ /ରମାକାନ୍ତ ବିଶ୍ବାଳ :…