୨୪ ଘଣ୍ଟା ଭିତରେ ୨୯,୪୨୯ ଆକ୍ରାନ୍ତ, ୫୮୨ମୃତ 

0

ନୂଆଦିଲ୍ଲୀ (ଏସପିବି ) ଗତ ୨୪ ଘଣ୍ଟା ଭିତରେ ଦେଶରେ ୨୯,୪୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପ୍ରାଣ ହରାଇଛନ୍ତି ୫୮୨ ଜଣ | ଫଳରେ ଦେଶରେ ମୋଟ କରୋନା ପଜିଟିଭ କେଶ ୯,୩୬,୧୮୧ରେ ପହଂଚିଛି | ସକ୍ରିୟ ରୋଗୀଙ୍କ ସଂଖ୍ୟା ୩, ୧୯, ୮୪୦ ଥିବା ବେଳେ ସୁସ୍ଥ ହେଲେଣି ୫,୯୨ ୦୩୨ ଜଣ | ତେଣୁ କରଣାରୁ ସୁସ୍ଥ ହେଉଥିବା ହାର ବୃଦ୍ଧି ପାଇ ୬୩.୨୦%ରେ ପହଂଚିଛି | ଏ ଯାବତ କରୋନାରେ ଗଲାଣି ୨୪, ୩୦୯ ଜଣଙ୍କ ଜୀବନ |  

Leave A Reply

Your email address will not be published.