ଲୋକଙ୍କୁ ସଚେତନ କରିବା ସହ ମାସ୍କ ବାଣ୍ଟିଲେ ସ୍ବେଛାସେବୀ
ଖପ୍ରାଖୋଲ/ସୁଦୀପ୍ତ ରଞ୍ଜନ ସୁଆର : କୋରୋନା ମହାମାରୀରେ ସମଗ୍ର ବିଶ୍ଵ ହନ୍ତସନ୍ତ ହେଉଥିବା ବେଳେ ଏହି ଭୁତାଣୁର ସଂକ୍ରମଣ କୁ ରୋଧ କରିବାର ଉପାୟ ମଧ୍ୟରୁ ମୁଖା (mask) ଏକ ପ୍ରମୂଖ ଅସ୍ତ୍ର ଭାବେ ବ୍ୟବହାର ଅତ୍ୟାବଶ୍ୟକ l ସାମ୍ପ୍ରତିକ ପରିସ୍ଥିତିରେ ସଚେତନତା, ଗୃହବନ୍ଦୀ ହେବା ଏବଂ…