ମହାମାୟା ଗୃପ ୧ଲକ୍ଷ ରାଶି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦେଲେ

ପଦ୍ମପୁର :ପଦ୍ମପୁର ବିଶ୍ବ ସାରା କରୋନା ପାଇଁ ଚିନ୍ତିତ ଅଛନ୍ତି । ଜନସାଧାରଣଂକ ସ୍ବାସ୍ଥ୍ୟ ପ୍ରତି ସରକାର ସତର୍କମୂଳକ ପଦକ୍ଷେପ ନେଉଛନ୍ତି  ।  ସଂଗରୋଧ ଘୋଷଣା କରି ୩ମାସ ପାଇଁ ଖାଦ୍ୟ ପାନୀୟ ଓ ଅତ୍ୟାବଶ୍ୟକ ଦ୍ରବ୍ୟ  କିଣିବାର ଚାଉଳ,ଡାଲି,ଆର୍ଥିକ ସହଯୋଗ କରୁଛନ୍ତି । ରାଜକୋଷ‍ରୁ ପାଣ୍ଠି…

ମୁଖ୍ୟମନ୍ତ୍ରୀଙ୍କର ରିଲିଫ ଫଣ୍ଡ କୁ ତିରିଶ ହଜାର ଟଙ୍କାର ସହଯୋଗ

ଗରିବ ଲୋକଙ୍କ ପାଇଁ ଉପଜିଲ୍ଲାପାଳ ଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ ବରଗଡ :- ଆଜି ବରଗଡ ଜିଲ୍ଲା, ପାଇକମାଲ କ୍ରସର ୟୁନିଅନ ତରଫରୁ କୋରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଙ୍କର ରିଲିଫ ଫଣ୍ଡ କୁ 30 ହଜାର ଟଙ୍କାର ସହଯୋଗ ପ୍ରଦାନ କରାଯାଇଛି । କ୍ରସର ୟୁନିଅନ ର ଶ୍ରୀ ନନ୍ଦ କିଶୋର ଶ୍ରୀବସ୍ତାଵ…

ପଦ୍ମପୁର ବିଜେପି ଯୁଵମୋର୍ଚା ଓ ବିଜେପି ର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ରକ୍ତଦାନ ଶିବିର

ପଦ୍ମପୁର-ସମଗ୍ର ବିଶ୍ଵ ଏବଂ ଭାରତ ବର୍ଷ କରୋନା ଭୂତାଣୁ ସଂକ୍ରମଣରେ ଜନ ସ୍ଵାସ୍ଥ୍ୟ ଘୋର ବିପର୍ଯ୍ୟୟ ପରିସ୍ଥିତିରେ ଗତି କରୁଛି। ଏହି ଘଡ଼ିସନ୍ଧି, ମହାମାରୀ ସମୟରେ ଭାରତୀୟ ଜନତା ଯୁଵମୋର୍ଚା ପଦ୍ମପୁର ଓ ବିଜେପି ର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ପଦ୍ମପୁର…

ପ୍ରବଲ ଗ୍ରୀଷ୍ମ ପ୍ରବାହ : ସକାଳୁଆ ବ୍ୟାଙ୍କ ଖୋଲିବା ପାଇଁ ଦାବି ।

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡରେ ଗଢିଉଠିଥିବା ବିଭିନ୍ନ ପ୍ରକାର ବ୍ୟାଙ୍କ ସକଳୁଆ ଖୋଲିବା ପାଇଁ ଜନସାଧାରଣ ପକ୍ଷରୁ ଅଭିଯୋଗ ହେଉଛି । ସମ୍ପୃକ୍ତ ବିଭାଗ ପକ୍ଷରୁ ସମସ୍ତ ବ୍ୟାଙ୍କ ଗୁଡିକ  ପୂର୍ବରୁ ୧୦ ଟାରୁ ଅପରାହ୍ନ ୪…

“ପୁରୀ ମନ୍ଦିର ସେବାୟତଙ୍କ ପରି ଆମକୁ ବି ସରକାର ସହାୟତା ରାଶି ପ୍ରଦାନ କରନ୍ତୁ”

ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ କ୍ଷେତ୍ର ନୃସିଂହନାଥ ପୀଠ ସେବାୟତ ସରକାରଙ୍କ ନିକଟରେ କଲେ ଅନୁରୋଧ ବରଗଡ/ଶାସକ ପ୍ରଶାସକ  :-  ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ର ଗନ୍ଧମାର୍ଦନ ପାଦ ଦେଶରେ କୂଳୁକୂଳୁ ହୋଇ ବହିଯାଇଥିବା ପାପନାଶିନୀ ଝରଣା ସନ୍ନିକଟ ଅବସ୍ଥିତ ପଶ୍ଚିମାଂଚଳ ର ପ୍ରସିଦ୍ଧ ନୃସିଂହନାଥ…

ସ୍ୱାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ ପରେ ତିନି ନିର୍ଦ୍ଦେଶକଙ୍କ ତିନି ଜିଲ୍ଲା ଗସ୍ତ

ଭୁବନେଶ୍ୱର (ଶାସକ ପ୍ରଶାସକ) ଗତକାଲିର ୧୩ଜଣ ରୋଗୀ ଓ ଆଜି ସକାଳେ ଆଉ ୫ଜଣ ରୋଗୀ ବାଲେଶ୍ୱର ଜିଲ୍ଲାରେ ଚିହ୍ନଟ ହେବାପରେ ମେଡିକାଲ କଲେଜର ସ୍ୱାସ୍ଥ୍ୟ ବିଶେଷଜ୍ଞ, ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ଓ ଷ୍ଟେଟ ଆରଆର୍ଟିମାନଙ୍କୁ ବାଲେଶ୍ୱର, ଭଦ୍ରକ , ଯାଜପୁରର କଣ୍ଟନମେଣ୍ଟ ଯୋନର ତଦାରଖ କରିବା ପାଇଁ…

ଆଉ ୫ ରୋଗୀ ଚିହ୍ନଟ : ସମସ୍ତେ ବାଲେଶ୍ୱରର

ଭୁବନେଶ୍ୱର (ଶାସକ ପ୍ରଶାସକ): ଭୁବନେଶ୍ୱର (ଶାସକ ପ୍ରଶାସକ) ରାଜ୍ୟରେ ଆଉ ୫ କୋବିଦ-୧୯ ରୋଗୀ ଚିହ୍ନଟ ହୋଇଛନ୍ତି | ସେମାନେ ସମସ୍ତେ ବାଲେଶ୍ୱର ଜିଲ୍ଲାରୁ ବୋଲି ସୂଚନା ମିଳିଛି |  ଏମାନେ ସମସ୍ତେ ପୂର୍ବରୁ ଚିହ୍ନଟ ହୋଇଥିବା ରୋଗୀଙ୍କ ସମ୍ପର୍କୀୟ | ଏମାନଙ୍କ ବୟସ ଯଥାକ୍ରମେ ୩୪ ବର୍ଷ, ୩୮…

ଅସମ୍ଭବକୁ ସମ୍ଭବ କରି ଦେଖେଇଲେ ଦିବସ : ନିଷ୍ପତ୍ତି ଆଗରେ ହାର ମାନିଲା ଲକ ଡାଉନ କଟକଣା

ଲକଡାଉନ ସମୟରେ ମାନବିକତା : ସାବାସ ଦିବସ, ଆପଣଙ୍କ ସ୍ପିରିଟକୁ ସାଲ୍ୟୁଟ ବରଗଡ଼ ( ଶାସକ ପ୍ରଶାସକ) : ବର୍ତ୍ତମାନ ଲକଡାଉନ ଯୋଗୁଁ ସମ୍ପୂର୍ଣ୍ଣ ଭାରତ ବର୍ଷ କରୋନା ମହାମାରୀର ଆତଙ୍କରେ ଆତଙ୍କିତ ହେଉଥିବା ସ୍ଥଳେ ମାନବିକତା ଆଗରେ ହାର ମାନିଛି ପ୍ରତିବନ୍ଧ | ଜଣେ ସମାଜିକ କର୍ମୀଙ୍କ ଅକ୍ଲାନ୍ତ…

ସୋଆର 156 ଶଯ୍ୟା ବିଶିଷ୍ଟ ତୃତୀୟ କୋଭିଡ ହସ୍ପିଟାଲ ତାଳଚେରରେ କାର୍ଯ୍ୟକ୍ଷମ

ମୁଖ୍ୟମନ୍ତ୍ରୀ ଓ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଭିଡିଓ କନଫରେନସିଂରେ ହେଲା ଲୋକାର୍ପିତ ଭୁବନେଶ୍ୱର(ଶାସକ ପ୍ରଶାସକ):ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନଷ୍ଟିଟ୍ୟୁଟ  ଅଫ ମେଡିକାଲ ସାଇନ୍ସେସ ଓ ସମ ହସ୍ପିଟାଲର ତୃତୀୟ ସମ କୋଭିଡ 19 ହସ୍ପିଟାଲ ଅନୁଗୁଳ…