ଝାରସୁଗୁଡା/ ସୁବାଷ ସାହାରେ : ଝାରସୁଗୁଡା ସ୍ଥିତ କାଳୀମନ୍ଦିର ରେ ଆଜି ୭୧ ତମ ବନମହୋତ୍ସଵ ଅବସରରେ ଛୋଟ ଚାରା ଗଛ ବଣ୍ଟନ କରାଯାଇଥିଲା ।କାଳୀମନ୍ଦିର ପରିସରରେ ଅଁଳା ଗଛ କୁ ନିଜେ ଡିଏଫଓ ଏଲ .କେ ପାତ୍ର ଲଗେଇ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ । ଗୋଟିଏ ଗଛ କୁ ୧ ଟଙ୍କା ମାତ୍ର ଦେଇ ଲୋକେ ଚାରା ଗଛ ନେଇଥିଲେ । ବନ ବିଭାଗ ଓ ବିବେକାନନ୍ଦ ସେବା ସଂସଦ ଓ ବଙ୍ଗାଳୀ ସମିତି ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଫୋରେଷ୍ଟର ରାମ ଚନ୍ଦ୍ର ବେହେରା ,ରମେଶ ଚନ୍ଦ୍ର ନାଥ,ପ୍ରଦୀପ କୁମାର ନାୟକ, ତାପସ ରାଏ ଚୌଧୁରୀ, ମାନବ ସେବା ସଂଘ ସଭାପତି ସୁବାଷ ସାହରେ, ସୁନୀଲ ଚକ୍ରବର୍ତ୍ତୀ, ଅନିତ ବିଶ୍ୱାସ, ଆଶିଷ ଶୁକ୍ଳା, ସନ୍ଦୀପ ଅବସ୍ଥି, ନିହାର ତ୍ରିପାଠୀ, ବିକାଶ ରାଏ, ପୁତୁଳ ଗିରି, ଆଶିଷ ଭଟାଚାର୍ଜୀ,ମଧୁ ମିତ୍ର, ଢୁଲୁ କେଶରୀ, ପୁତୁଳ ଗିରି, ଡାକ୍ତର ଆଶିଷ ସିଂହା, ଉଜ୍ଜଳ ଚାଟାରଜ୍ଜି, ଟହଲୁ ସାହୁ, ରାମ ମୋହନ ରାଓ, ପ୍ରହଲ୍ଲାଦ ନାୟକ, ବାଛୁ ସେନଗୁପ୍ତା, ରାନ୍ଧିର ରାଏ, ଦୁଲାଲ ରାଏ, ପ୍ରବୀର ପୌଲ, ରାକେଶ ଗିରି, ସାତପାଲ ସିଂ, ବାବୁନ ସରକାର, ସଂଗ୍ରାମ ମହାନ୍ତି, ଦଲଜିତ କୌର, ରତ୍ନା ରାଓ, ମନୋଜ କୁମାର ପଟେଲ ,ରାନବିର ଗୁପ୍ତା ଇତ୍ୟାଦି ସଦସ୍ୟ ଓ ସଦସ୍ୟା ଉପସ୍ଥିତ ରହି ୫୦୦ ଉର୍ଦ୍ଧ୍ବ ଚାରା ବଣ୍ଟନ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post