ଝାରସୁଗୁଡ଼ା /(ସୁଭାଷ ସହାରେ): ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ରେଳ ଧାରଣାରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ବେଲପାହାଡ଼ ଓ ଗୁମାଡେରା ମଝିରେ ରେଳ ଧାରଣାରୁ ମିଳିଥିବା ଏହି ମୃତଦେହଗୁଡ଼ିକ ଜଣେ ମହିଳା ଓ ଜଣେ ଯୁବକଙ୍କ ବୋଲି ସୂଚନା ମିଳିଛି। ଏହି ଦୁଇ ମୃତଦେହକୁ ଜବତ କରିବା ପରେ ରେଲୱେ ପୋଲିସ ତଦନ୍ତ ଆରମ୍ଭ କରିଦେଇଛନ୍ତି। ଏପର୍ଯ୍ୟନ୍ତ ଏମାନଙ୍କ ପରିଚୟ ଓ ମୃତ୍ୟୁର କାରଣ ଜଣାପଡ଼ି ନାହିଁ।
Sign in
Sign in
Recover your password.
A password will be e-mailed to you.