ମନରେଗା କାମ ହେଉଛି ଟ୍ରାକ୍ଟର-ଜେସିବି ବ୍ୟବହାର , ସାମ୍ବାଦିକ ଫୋଟୋ ଉଠାଇଲେ ମାଡ
ବରଗଡ :- ଗତ 16 ତାରିଖ ଦିନ ବରଗଡ଼ ଜିଲ୍ଳା ପଦ୍ମପୁର ଥାନା ଅନ୍ତର୍ଗତ ସର୍ଗିପାଲି ଗ୍ରାମର କାର୍ଯରତ ସାମ୍ବାଦିକ ସଞ୍ଜିବ ମେହେରଙ୍କୁ ଆକ୍ରମଣ କରି ଅପହରଣ ହୋଇଥିବା ଲିଖିତ ଅଭିଯୋଗ ପଦ୍ମପୁର ଥାନାରେ କରଛନ୍ତି ନିଜେ ସଂଜୀବ । ସଞ୍ଜୀବ କରିଥିବା ଅଭିଯୋଗ ଅନୁସାରେ ଗତ ୧୬ ତାରିଖ ସନ୍ଧ୍ୟାରେ…