ସୁରାଟରୁ ସାଇକେଲରେ ଆସି ପହଞ୍ଚିଲେ ବୁଗୁଡ଼ା
ବୁଗୁଡ଼ା/ ଡ଼ଃ କୁମୁଦ ବେହେରା: ସୁରଟରୁ ସାଇକେଲ ରେ ଆସି ପହଞ୍ଚିଲେ ବୁଗୁଡ଼ା ବ୍ଲକର ଜଣେ ଯୁବକ। ବୁଗୁଡ଼ା ବ୍ଲକ ଏ କରଡ଼ାବାଡ଼ି ପଞ୍ଚାୟତ ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମରେ ଆଜି ଅପରାହ୍ନ ଉକ୍ତ ଯୁବକ ପହଞ୍ଚିଥିଲେ। ସେଠାରୁ ଖାଇବା ଓ ରହିବାରେ ଅତିଷ୍ଠ ହୋଇ ସୁରଟରୁ ସାଇକେଲ ଚଳାଇ ୧୪ ଦିନରେ…