ହାଟଡିହିରେ କରୋନା ଆକ୍ରାନ୍ତ ଚି଼ହ୍ନଟ ପରେ ଗାଁକୁ ସୀଲ କଲା ପ୍ରଶାସନ 

ହାଟଡିହି/ ମକରଧ୍ବଜ ଜେନା -କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଂଚାୟତ ହୀରାପୁର ଗ୍ରାମ ରେ ଜଣେ କରୋନା ଆକ୍ରାନ୍ତ ଚି଼ହ୍ନଟ ପରେ ଲୋକ ମାନେ ଭୟ ଭୀତ ହୋଇ ପଡିଛନ୍ତି. ପ୍ରଶାସନ ତରଫରୁ ଗ୍ରାମକୁ ସିଲ କରାଯାଇଛି. ସ୍ଥାନିୟ ଲୋକ ଙ୍କ କହିବା ଅନୁସାରେ ବ୍ୟକ୍ତି ଜଣକ ଦେଢ଼ ମାସ ତଳେ…

ଟିଟିଲାଗଡ ପୋଲିସ ଦ୍ଵାରା ମଦ ଓ ମହୁଲ ଫୁଲ ଜବତ :  ଜଣେ ଗିରଫ।

ଟିଟିଲାଗଡ (ଗୌରବ ଦର୍ଜୀ):  ଦେଶ କୋରୋନା ସଙ୍ଗେ ଲଢ଼ୁଛି। ଡକ୍ଟର, ନର୍ସ, ପୋଲିସ୍ , ସଫେଇ କର୍ମଚାରୀ ସମସ୍ତେ କୋରୋନା ଯୋଦ୍ଧା ସାଜିଛନ୍ତି। ପୁରା ଦେଶ କୁ ତାଲାବନ୍ଦ ଘୋଷଣା କରାଯାଇଛି। କିଛି କିଛି ସ୍ଥାନ କୁ ସମ୍ପୁର୍ଣ୍ଣ ଭାବରେ ବନ୍ଦ୍ କରାଯାଇଛି। ଲୋକଙ୍କୁ ବାରମ୍ବାର ସଚେତନ କରାଯାଉଛି…

ଘାଟି ତଳେ ସବୁଦିନ ପାଇଁ କ୍ଵାରେଣ୍ଟାଇନକୁ ଚାଲିଗଲା ଜୀବନ 

ବୁଗୁଡ଼ା/ଡ଼ଃ କୁମୁଦ ଚନ୍ଦ୍ର ଵେହେରା : କରୋନା ଭୟରେ ଘରକୁ ଫେରୁଥିଲେ | ଆଉ ମାତ୍ର ଘଣ୍ଟେ ଦି ଘଣ୍ଟା ପରେ ପହଂଚିଥାନ୍ତେ ଗାଁରେ | ମିଶିଥାନ୍ତେ ଆତ୍ମୀୟଙ୍କ ସହ | କେତେଦିନ କ୍ଵାରେଣ୍ଟାଇନରେ ରହିବ ପରେ ଘରକୁ ଫେରିଥାନ୍ତେ | ହେଲେ ଦଇବ ସାଜିଲା ଅହନ୍ତା | ଘାଟି ତଳେ  ସବୁଦିନ ପାଇଁ…

ପ୍ରବାସୀ ଶ୍ରମିକ ବାହାରେ ବୁଲୁଛନ୍ତି ଅବାଧ : ଲୋକଙ୍କ ପାଇଁ ସାଜି ପାରନ୍ତି ବିପଦ 

ବୌଦ୍ଧ (ଦୋଳଗୋବିନ୍ଦ ନାଏକ୍) : ଲକଡାଉନ ଯୋଗୁଁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକଙ୍କ ଘର ବାହୁଡା ଆରମ୍ଭ ହେଲାଣି । ବୌଦ୍ଧ ଜିଲା ମଧ୍ୟ ଦେଇ ଯାଇଥିବା ୫୭ ନଂ ଜାତୀୟ ରାଜପଥ ରାଜ୍ୟର ଏକ ପ୍ରମୁଖ ପରିବହନର ମାଧ୍ୟମ ରହିଅଛି । ଏବେ ବିଭିନ୍ନ ଜିଲାର ପ୍ରବାସୀ ଶ୍ରମିକମାନଙ୍କୁ…

ସୁରଟରୁ ଫେରିଲେ ୨୩ ଓଡ଼ିଆ ଶ୍ରମିକ l 

କୁଚିଣ୍ଡା ଉପଖଣ୍ଡ ପ୍ରତିନିଧି (ଅଜୟ କୁମାର ବାଘ ) ରାଜ୍ୟ ବାହାରେ ଫସିରହିଥିବା ଓଡ଼ିଆ  ପ୍ରବାସୀଙ୍କୁ ଫେରାଇ ଆଣୁଛନ୍ତି ରାଜ୍ୟସରକାର l ସେହିଭଳି ଗୁଜୁରାଟର ସୁରଟ ସହରରେ ଫସି ରହିଥିବା ଓଡ଼ିଆ ଶ୍ରମିକ ମାନେ ଆଜି ସକାଳେ ଏକ ବସ ଯୋଗେ ଆସି କୁଚିଣ୍ଡାରେ ପହଞ୍ଚିଛନ୍ତି l   କୁଚିଣ୍ଡା ଉପଖଣ୍ଡ,…

ବୁଡେନ ଅଞ୍ଚଳର ଅସହାୟଙ୍କୁ ସହଯୋଗର ହାତ ବଢାଇଲେ ଜଟାଧାରୀ ଓ ଜୟଜବାନ କ୍ଳବର ଯୁବଗୋଷ୍ଠୀ ।

ପଦ୍ମପୁର-କରୋନା ଭୂତାଣୁ ଦିନକୁ ଦିନ ତାର କାୟା ବିସ୍ତାର କରିବାରେ ଲାଗିଛି।କରୋନାକୁ ଦମନ ପାଇଁ ସାରା ଦେଶରେ ତାଲା ବନ୍ଦ । ଏହି ତାଲା ବନ୍ଦ ଗରିବ ଖଟିଖିଆ ତଥା ଦୈନିକ କାମକରି ଚଳୁଥିବା ଲୋକଙ୍କ ପାଇଁ ଏକ କାଳ ସଦୄଶ୍ୟ ହୋଇଯାଇଛି । ଗରିବ ଅସହାୟ ଲୋକ ବହୁ କଷ୍ଟରେ ଦିନ ଅତିବାହିତ କରୁଥିବା …

ସଙ୍ଗରୋଧ କେନ୍ଦ୍ର ଅନୁଧ୍ୟାନ କଲେ ଉପଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ

ପାଇକମାଲ(ଶାସକ ପ୍ରଶାସକ) :- ଆସନ୍ତା କିଛି ଦିନ ମଧ୍ୟରେ ଅନ୍ୟ ରାଜ୍ୟରେ ରହୁଥିବା ଶ୍ରମିକ ଶ୍ରେଣୀର ଲୋକମାନେ ନିଜ ନିଜ ଘରକୁ ବା ଗ୍ରାମକୁ ଫେରିବେ । ସେମାନେ ନିଜ ଅଞ୍ଚଳକୁ ଫେରିବା ପରେ ପ୍ରଥମେ 14 ଦିନ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହିବେ । ଏଥିପାଇଁ ରାଜ୍ୟ ସରକାର ପ୍ରତ୍ୟେକ ପଂଚାୟତ ରେ…

କେରଳରୁ ଫେରୁଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଳକର ୪୪ଜଣ ଶ୍ରମିକ ଭାଇଭଉଣୀ

http://www.youtube.com/watch?v=afUc1OkZlI4 ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : କେରଳର ଏର୍ଣ୍ଣାକୁଳମରୁ ଗୋଟିଏ ଟ୍ରେନ ବାହାରିଛି। ସେଥିରେ ଗଜପତି ଜିଲ୍ଲା ମୋହନା ବ୍ଳକର ୪୪ଜଣ  ଶ୍ରମିକ ଭାଇଭଉଣୀ ଆସୁଛନ୍ତି। ସେମାନେ ଆସନ୍ତା କାଲି ସକାଳ ୬ ଘଣ୍ଟା ସମୟରେ ଗଞ୍ଜାମ ଜିଲ୍ଲାର…

କୋବିଦ ପାଇଁ ଜିଲ୍ଲା ପର୍ଯ୍ୟବେକ୍ଷକ ଯୋଗାଣ ସଚିବ ବୀର ବିକ୍ରମ ଯ।ଦବଙ୍କ ରାୟଗଡା ଜିଲ୍ଲା ଗସ୍ତ

ରାୟଗଡ଼ା/ସରୋଜ ସାହୁ .- ରାୟଗଡା ଜିଲ୍ଲା ପାଇଁ ନିଯୁକ୍ତ କୋବିଦ-୧୯  ପର୍ଯ୍ୟବେକ୍ଷକ ଶ୍ରୀ ବୀର ବିକ୍ରମ ଯାଦବ ଯାଦବ  ଜିଲ୍ଲା ଗସ୍ତରେ ଆସି କରୋନା ମୁକାବିଲା ନିମନ୍ତେ ପ୍ରସ୍ତୁତିକୁ ସମୀକ୍ଷା କରିଛନ୍ତି । ରାୟଗଡ଼ା ବ୍ଲକର ମାଲିଗାଁ  ,ବଡ଼ ଆଲୁବାଡି ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ଓ…

କ୍ୱାରାଣ୍ଟାଇନ୍ ନିୟମ ପାଳନ ନକରିବା ବା କ୍ୱାରାଣ୍ଟାଇନ୍ କେନ୍ଦ୍ରରୁ ଲୁଚି ପଳାଇବା ଏକ ଆଇନଗତ ଅପରାଧା-ମୁଖ୍ୟ ଶାସନ…

ପ୍ରବାସୀ ଓ ସ୍ଥାନୀୟ ଗ୍ରାମବାସୀ ସରକାରଙ୍କ କାର୍ଯ୍ୟରେ ସହଯୋଗ କରିବା ଉଚିତ  ଅବହେଳା ଓ ବିଶୃଙ୍ଖଳାକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଚେତାବନୀ ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟ ବାହାରୁ ଓଡ଼ିଶାକୁ ଆସିଥିବା ଓଡ଼ିଆ ଲୋକମାନଙ୍କ ପାଇଁ କ୍ୱାରାଣ୍ଟାଇନ୍ ବାଧ୍ୟତାମୂଳକ ବୋଲି…