Sign in
Sign in
Recover your password.
A password will be e-mailed to you.
Author
SPNEWS 57140 posts 0 comments
ବଦଳିଲା ରଙ୍ଗ : ନାଲି ହେଲା ଗଂଜାମ, କମଳା ରଙ୍ଗ ହେଲେ ଜଗତସିଂପୁର ଓ ମୟୁରଭଞ୍ଜ
ଭୁବନେଶ୍ୱର (ଶାସକ ପ୍ରଶାସକ) ତିନୋଟି ଜିଲ୍ଲର ବଦଳିଲା ରଙ୍ଗ | ରେଡ ଜୋନକୁ ଯାଇ ନାଲି ରଂଗ ହେଲା ଗଂଜାମ ଲଗାତାର ନୂଆଁରୋଗୀ ଚିହ୍ନଟ ହେବା କାରଣରୁ | ନୂଆ ରୋଗୀ ଚିହ୍ନଟ ହୋଇଥିବା ଜିଲ୍ଲା ଜଗତସିଂପୁର ଓ ମୟୁରଭଞ୍ଜ ଏବେ ପହଂଚିଛନ୍ତି ଅରେଞ୍ଜ ଜୋନ ବା କମଳା ରଙ୍ଗରେ | ଜୋନ ଅନୁଯାୟୀ…
ଅଗ୍ନି ବିପନ୍ନଙ୍କୁ ସହାୟତା କଲେ ଭାଜପା ବିଧାୟକ ପ୍ରାର୍ଥୀ
ହାଟଡିହି(ମକରଧ୍ବଜ ଜେନା)-କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ହାବଳେଶ୍ଵର ପଞ୍ଚାୟତ ଡ଼ିମିରିଆ ଗ୍ରାମରେ ଗ୍ୟାସ ଟାଙ୍କି ଫାଟି ଗତ ଗୁରୁବାର 5 ଟି ପରିବାର ସମ୍ପୂର୍ଣ କ୍ଷତିଗ୍ରସ୍ତ ହୋଇଥିଲେ | ମଙ୍ଗଳବାର ଆନନ୍ଦପୁର ଭାଜପା ବିଧାୟକ ପ୍ରାର୍ଥୀ ଆଲୋକ ସେଠି ଉକ୍ତ ଗ୍ରାମ କୁ ଯାଇ ଅଗ୍ନି…
ଚାଲି ଚାଲି ଯାଉଛନ୍ତି କଲିକତା ଅଞ୍ଚଳର ଶ୍ରମିକ
ହାଟଡ଼ିହି,(ମକରଧ୍ବଜ ଜେନା) -କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଛେନାପଦି-ହଦଗଡ଼ ରାସ୍ତାରେ ବାହାର ରାଜ୍ୟର 12 ଜଣ ଶ୍ରମିକ ନିଜ ଘରକୁ ଚାଲି ଚାଲି ଯାଉଛନ୍ତି | ବଣିଆପଙ୍କ ଅଞ୍ଚଳ ରେ କାର୍ଯ୍ୟ କରୁଥିବା କିଛି କଲିକତା ଶ୍ରମିକ ନିଜ ଘର ଅଭିମୁଖେ ବାହାରିଛନ୍ତି | ଏହି ଶ୍ରମିକ ମାନେ…
କୋବିଦ ପରିପ୍ରେକ୍ଷୀରେ ଡ଼ ଶ୍ରୀନାଥ ରେଡ୍ଡୀ ଭିଡିଓ କନଫରେନସିଂରେ ଦେବେ ପରାମର୍ଶ
ଗୋଟାଏ ଫୋରମରେ ସାମିଲ ହେବେ ରାଜ୍ୟ ଠାରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଅଧିକାରୀ
ଭୁବନେଶ୍ୱର(ଶାସକ ପ୍ରଶାସକ) : ରାଜ୍ୟରେ କରୋନାର ବ୍ୟାପକତା ପରିପ୍ରେକ୍ଷୀରେ ଏହି ଲଢ଼େଇକୁ ଅଧିକ ପାରଦର୍ଶୀ ଢଙ୍ଗରେ କେମିତି ଲଢ଼ି ହେବ ତାହାରି ଉପରେ ଆଜି ଆଲୋଚନା କରିବେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ…
କାଳ ବୈଶାଖୀ ରଚିଲା ତାଣ୍ଡବ ଲୀଳା :ଭାଙ୍ଗିଲା ଘରଦ୍ୱାର, ଅନେକ ବାସହରା
ଉପୁଡିଲା ବିଦ୍ୟୁତ ଖୁଣ୍ଟ ବିଦ୍ୟୁତ ସରବରାହ ପ୍ରଭାବିତ
ବୋୖଦ୍ଧ(ଦୋଳଗୋବିନ୍ଦ ନାଏକ) ବୌଦ୍ଧ ଜିଲ୍ଲାରେ ତାଣ୍ଡବ ରଚିଲା କାଳ ବୈଶାଖୀ। ଗତ ରାତିରୁ କାଳ ବୈଶାଖୀ ଯୋଗୁଁ ଜିଲ୍ଲାରେ 60 ରୁ 70 କିମି ବେଗରେ ପବନ ପ୍ରବାହିତ ହୋଇଥିବା ରେକର୍ଡ କରାଯାଇଛି। ତୁହାକୁ ତୁହା ବର୍ଷାରେ ବୌଦ୍ଧ ଜିଲ୍ଲା…
ପ୍ରଥମ ଅପଡେଟରେ ଚମକେଇଦେଲା ଭଳି ଖବର
ମୟୁରଭଞ୍ଜରେ ପଶିଲା କରୋନା, ଗଞ୍ଜାମରେ ଏକାଥରେ ସତର
ଭୁବନେଶ୍ୱର (ଶାସକ ପ୍ରଶାସକ) : ପ୍ରବାସୀଙ୍କ ଲେଉଟାଣି ପରର ପ୍ରଭାବ | ବହୁଦିନ ଧରି ଚୁପଚାପ ଥିବା ଗଂଜାମ ଜିଲ୍ଲାକୁ ଏବେ ଜବରଦସ୍ତ ଭାବେ ଦୋହଲାଇ ଦେଇଛି କରୋନା | ଆଜି ମେ ୭ ତାରିଖର ପ୍ରଥମ ଅପଡେଟରେ ଏକାଥରେ ୧୭ ଜଣ ସୁରାଟ ଫେରନ୍ତା…
କୁଲତା ସମାଜ, ସମ୍ବଲପୁର ପକ୍ଷରୁ ପି.ଏମ କେଆର ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଙ୍କୁ ଆର୍ଥିକ ସାହାଯ୍ୟ ପ୍ରଦାନ
ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ଆଜି କୁଲତା ସମାଜ ସମ୍ବଲପୁର ପକ୍ଷରୁ ପି.ଏମ.କେଆର ଏବଂ ସି.ଏମ.ଅlର.ଏଫ ପାଇଁ ଯଥା କ୍ରମେ ଟ.16551/- ଙ୍କା, ଟ.16555/- ଙ୍କା ର ଦୁଇଟି ପୃଥକ ପୃଥକ ଚେକ ସହିତ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ଲିଖିତ ପ୍ରଶଂସା ପତ୍ର ଧନକଉଡା ବ୍ଲକ…
ନିଜ ଭିଟାମାଟିକୁ ଫେରିଲେ ୨୮ ପ୍ରବାସୀ ଝାଡ଼ଖଣ୍ଡ ଶ୍ରମିକ
ବଡ଼ବିଲ (ଶାସକ ପ୍ରଶାସକ) ଝାଡଖଣ୍ଡରୁ ଆସିଥିବା ଏକ ସ୍ବତନ୍ତ୍ର ବସ ଯୋଗେ ଆଜି ବଡ଼ବିଲରୁ ନିଜ ଭିଟାମାଟିକୁ ଫେରିଛନ୍ତି ୨୮ ଜଣ ଶ୍ରମିକ। ବୋକାରୋ ଜିଲ୍ଲା ପ୍ରଶାସନ ତରଫରୁ ଏହି ସ୍ୱତନ୍ତ୍ର ବସ୍ ଖଣି ଅଞ୍ଚଳରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ନେବାପାଇଁ ବଡ଼ବିଲ ତହସିଲ କାର୍ଯ୍ୟାଳୟରେ…
ସମ୍ପୂର୍ଣ୍ଣ ରୀତିନୀତିରେ ସମ୍ପନ୍ନ ହେଲା ମହାପ୍ରଭୁ ନୃସିଂହନାଥଙ୍କର ଜନ୍ମୋତ୍ସଵ
ବରଗଡ /ଶାସକ ପ୍ରଶାସକ :- କୋବିଡ଼ 19 ର ସଂକ୍ରମଣ ରୋକିବା ପାଇଁ ବର୍ତ୍ତମାନ ବିଶ୍ୱର ପ୍ରାୟ ସବୁ ଦେଶ ଲକଡାଉନ ଅବସ୍ଥାରେ । ବିଶେଷ କରି ଆମ ଦେଶ ଓ ରାଜ୍ୟ ଏହି ଲକଡାଉନ ନିୟମ କୁ କଡାକଡି ଭାବରେ ପାଳନ କରି ଦେଶ ତଥା ରାଜ୍ୟ ବାସୀଙ୍କୁ ସଂକ୍ରମଣ ରୁ ରକ୍ଷା କରିବା ପାଇଁ ଦୀର୍ଘ ଦେଢ଼ ମାସରୁ…