ବେପରୁଆ ପ୍ରଶାସନ : ଭୁଲ କାହାର, ସଜା ଭୋଗୁଛି କିଏ !!!
କରୋନା ସହାୟତାରୁ ବଞ୍ଚିତ ତିନି ପ୍ରାଣୀ କୁଟୁମ୍ବ : ରାସନ କାର୍ଡ଼ ନାହିଁ, ଆବାସ ବି ମିଳୁନି
କୁଚିଣ୍ଡା ଉପଖଣ୍ଡ ପ୍ରତିନିଧି (ଅଜୟ କୁମାର ବାଘ): କରୋନା ଦିନ ମଜୁରିଆ ଓ ଅଣ ସଂଗଠିତ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ଜୀବିକା ଛଡ଼ାଇ ନେଇଛି l ଗରିବ ମାନେ କାମଧନ୍ଦା ହରାଇ…