କରୋନା ଜୁଆର, ଷାଠିଏ ହଜାର ଟପିଲା ମୋଟ ସଂଖ୍ୟା
ଆଜି ସବୁ ଜିଲ୍ଲାକୁ "ଠ" ବୁଲାଇଲା କରୋନା : ରେକର୍ଡ ତୋଡ ୨୯୨୪ ଆକ୍ରାନ୍ତ ଚିହ୍ନଟ
ଗତକାଲି ୨୪ ଘଣ୍ଟା ଭିତରେ ଯାଞ୍ଚ ହୋଇଛି ୫୨,୭୯୫ ନମୁନା |
ପ୍ରଥମ ସ୍ଥାନରେ ଖୋରଧା, ପାଖାପାଖି ୫୦୦
୧୧ ଜିଲ୍ଲା ରେ କରୋନା ତିନି ଅଙ୍କ ଉପରେ,ଆଜି ୧୦ ଜଣଙ୍କ ମୃତ୍ୟୁ …