କରୋନା ଓ ଅନ୍ୟ ଦୁଃସାଧ୍ୟ ରୋଗରୁ ସୁସ୍ଥ ହେଲେ ମହିଳା : ସମ୍ କୋଭିଡ ହସ୍ପିଟାଲ୍ ଡାକ୍ତରଙ୍କ ଉଦ୍ୟମ ହେଲା ସଫଳ  

ଭୁବନେଶ୍ୱର(ଶାସକ ପ୍ରଶାସକ)  : କରୋନା ମୁକ୍ତ ହେଲେ, ଦୁଃସାଧ୍ୟ ବ୍ୟାଧିରୁ ବି ସୁସ୍ଥ ହୋଇ ଘରକୁ ଫେରିଲେ। ସମ୍ କୋଭିଡହସ୍ପିଟାଲର ଡାକ୍ତରମାନଙ୍କ ନିରବଚ୍ଛିନ୍ନ ସେବା ଓ ଆପ୍ରାଣ ଉଦ୍ୟମ ଫଳରେ ନୂଆ ଜୀବନ ପାଇଛନ୍ତି କରୋନା ତଥା ଏକ ବିରଳ ରୋଗର ଶିକାର ହୋଇଥିବା ଜଣେ ମହିଳା ।  ୪୦ ବର୍ଷିୟା…

ଏଟା ବାପା ନା ରାକ୍ଷସ  !

 ଜୁନାଗଡ଼ (ଆଦିତ୍ୟ ମହାନ୍ତି ) କଳାହାଣ୍ଡି ଜିଲା ଜୁନାଗଡ ଥାନା ତିଲ ଝୁଡି ଗ୍ରାମରେ ଘଟି ଯାଇଛି ଏକ ହୃଦୟ ବିଦାରକ ତଥା ଜଘନ୍ୟ କାର୍ଯ୍ୟ |ନିଜ ଜନ୍ମିତ ଦୁଇ ବର୍ଷର ଶିଶୁପୁତ୍ର  କାନ୍ଦୁଥିବା କାରଣରୁ  ତାକୁ  କଚାଡି ମାରି ହତ୍ୟା କଲା ବାପା | ଜୁନାଗଡ ସ୍ଥିତ ଜାରିଙ୍ଗ ଜଙ୍ଗଲରୁ  ଶିଶୁର  ମୃତ…

ପୂର୍ବ ଭାରତକୁ ସଂଯୋଗ କରୁଥିବା ପାଇପଲାଇନ ଦେଶର ଗ୍ୟାସ ଆଧରିତ ଅର୍ଥନୀତିକୁ ଗତି ଦେବ – ଧର୍ମେନ୍ଦ୍ର

ଦେଶରେ କ୍ରିୟାନ୍ୱିତ ହେଉଥିବା ୬ଟି ପ୍ରାକୃତିକ ଗ୍ୟାସ ପାଇପଲାଇନ ପ୍ରକଳ୍ପର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ • ପୂର୍ବ ଭାରତକୁ ସଂଯୋଗ କରୁଥିବା ଜଗଦିଶପୁର-ହଳଦିଆ ଏବଂ ବୋକାରୋ-ଧାମରା ପ୍ରକଳ୍ପ କାମ ଜାରୀ  • ଆଇଓସିଏଲ ଦକ୍ଷିଣ ଭାରତରେ ୬୦୨୫ କୋଟି ବ୍ୟୟରେ ୧୪୫୦ କିମି ଲମ୍ବ ପ୍ରାକୃତିକ…

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ରାଷ୍ଟ୍ରପତି 

ନୂଆଦିଲ୍ଲୀ (ଶାସକ ପ୍ରଶାସକ) :ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି | ଅମ୍ଫନରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିବା ସହ ଚିନ୍ତା ପ୍ରକଟ କରିଛନ୍ତି ରାଷ୍ଟ୍ରପତି ଶ୍ରୀ କୋବିନ୍ଦ | ସେ…

ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ : ବାତ୍ୟାଂଚଳ ବୁଲିବା ପରେ କରିବେ ସମୀକ୍ଷା 

ପଶ୍ଚିମ ବଙ୍ଗ ଗସ୍ତ ପରେ କଲେ ୧୦୦୦ କୋଟି ଟଙ୍କାର ସହାୟତା ଘୋଷଣା  ଭୁବନେଶ୍ୱର (ଶାସକ ପ୍ରଶାସକ): ଆମ୍ପାନ ବାତ୍ୟାର ଗୁରୁତର କ୍ଷତିଗ୍ରସ୍ତ ହୋଇଥିବା ଓଡ଼ିଶାର ସ୍ଥିତି ଆକଳନ ପାଇଁ ଓଡ଼ିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ବିମାନବନ୍ଦର ଠାରେ ପ୍ରଧାମାନେତ୍ରୀଙ୍କୁ ସ୍ୱାଗତ…

ଆଇସିଏସଇ ଓ ଆଇଏସସି ପରୀକ୍ଷା ୨୦୨୦ : ସି ଆଇଏସସିଇ ଘୋଷଣା  କଲା ବାକିଥିବା ପେପରର ପରୀକ୍ଷା ସୂଚୀ

ନୂଆଦିଲ୍ଲୀ ; ଆଇସିଏସଇ ଓ ଆଇଏସସି ପରୀକ୍ଷା ୨୦୨୦ ର ବାକିଥିବା ପରୀକଜ୍ୟ ଗୁଡିକ ପାଇଁ ସିଡ୍ୟୁଲ ଘୋଷଣା କରିଛି  ସିଆଇଏସସିଇ | ସିଆଇଏସସିଇ ତରଫରୁ ବାକି ଥବା ପରୀକ୍ଷା ଗୁଡିକ ଜୁଲାଇ ୨ ଠାରୁ ୧୨ ମଧ୍ୟରେ ଦଶମ ଶ୍ରେଣୀ ପାଇଁ ଓ ଜୁଲାଇ ୨ ଠାରୁ ୧୨ ମଧ୍ୟରେ ଦ୍ୱାଦଶ  ଶ୍ରେଣୀ ପାଇଁ କରାଯିବ | …

କରୋନା ପାଇଁ ଦିବ୍ୟାଙ୍ଗ ଦମ୍ପତିଙ୍କ ରୋଜଗାର ବନ୍ଦ :ସରକାରୀ ସାହାଯ୍ୟ କେବେ ??

http://www.youtube.com/watch?v=DIJ-TehsvQ0 ରମାକାନ୍ତ ବିଶ୍ବାଳ/ସମ୍ବଲପୁର :  ସ୍ୱାମୀ ଜନ୍ମରୁ ଦୃଷ୍ଟିହୀନ l ସ୍ତ୍ରୀ ମଧ୍ୟ ଶାରରୀକ ଅକ୍ଷମ l ଟିଟିଲାଗଡ଼ ରୁ ଆସି ସମ୍ବଲପୁର ରାମଜୀଗୁଡ଼ି ପଡା ଅଂଚଳରେ ବସବାସ କରନ୍ତି l ସ୍ତ୍ରୀ ଗୀତାଞ୍ଜଳି ବୁର୍ଲା ଦୃଷ୍ଟି ହୀନ ବିଦ୍ୟାଳୟ ଏବଂ…

ଆଦିତ୍ୟ ବିର୍ଲା କମ୍ପାନୀ ତରଫରୁ ଲଇଡା ଓ କିନାଲୋଈରେ ବିଶୋଧନ

ଲଇଡା,(ରମାକାନ୍ତ ବିଶ୍ବାଳ): ସମ୍ବଲପୁର ଜିଲ୍ଲା  ରେଙ୍ଗାଲି ବ୍ଳକ ଅନ୍ତର୍ଗତ ଲଇଡା ଓ କିନାଲୋଈ ଗ୍ରାମର ବିଭିନ୍ନ ସ୍ଥାନକୁ ଆଦିତ୍ୟ ବିର୍ଲା କମ୍ପାନୀ ତରଫରୁ ଆଜି  ସାନିଟାଇଜ କରାଯାଇଅଛି।  ରେଙ୍ଗାଲି ବିଧାୟକ ନାଉରୀ ନାଏକ ଓ ରେଙ୍ଗାଲି ତହସିଲଦାର ସୁନିଳ ମେହେରଙ୍କ ନିର୍ଦ୍ଦେଶ କ୍ରମେ…

ପଞ୍ଜିକରଣ ପରେ ବି ପ୍ରବାସୀଙ୍କ  ଫେରିବା ବାଟ ଫିଟୁନି 

http://www.youtube.com/watch?v=AssCMm4azXk ଭୋକଉପବାସରେ  ଆନ୍ଧ୍ରରେ  ଫସିରହିଛନ୍ତି  କନ୍ଧମାଳର 13 ପ୍ରବାସୀ ଓଡ଼ିଆ l  ଘୁ. ଉଦୟଗିରି(ଗଗନ ପ୍ରଧାନ) : ସାରା ଦେଶରେ ବିଶ୍ୱମହାମାରୀ କାୟା ବିସ୍ତାର କରୁଥିବା ବେଳେ ଦିନକୁ ଦିନ ମୃତ ଓ  ଆକ୍ରାନ୍ତଙ୍କ  ସଂଖ୍ୟା ଦିନକୁ ଦିନ ବୃଦ୍ଧି…

କୋହଳ ହେଲା କଟକଣା : ପୂରା ଦମରେ ଚାଲିବ ବ୍ୟାଙ୍କ

ଆସିବେ ସବୁ କର୍ମଚାରୀ, ମାନିନେ ସୋସିଆଲ ଡିଷ୍ଟାନ୍ସ ନର୍ମ  ଭୁବନେଶ୍ୱର(ଶାସକ ପ୍ରଶାସକ) : କରୋନା ଯୋଗୁ ବ୍ୟାଙ୍କ ଗୁଡିକ ପାଇଁ ଜାରି ହୋଇଥିଲା କଟକଣା  । ସୀମିତ କର୍ମଚାରୀଙ୍କୁ ନେଇ କାମ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିଲା ନିର୍ଦ୍ଦେଶ । ହେଲେ ଲକ ଡାଉନ ୪.୦ର କୋହଳ କଟକଣା…