ଗଡ଼ିଲା ଘରୋଇ ବସ, ହେଲେ ନାହିଁ ଯାତ୍ରୀ
"ଜୁନ ପହିଲାରୁ ବସ ଚଳାଚଳ ସ୍ୱଭାବିକ ହେବ"
ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏବଂ ଘରୋଇ ବସ ମାଲିକ ସଂଘ ସହିତ ସରକାରଙ୍କ ବୁଝାମଣା ପରେ ଗୁରୁବାରଠାରୁ ରାଜ୍ୟରେ ଘରୋଇ ବସ ଚଳାଚଳ ଆରମ୍ଭ ହୋଇଥିବା ବେଳେ ଆଜି ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା…