ପରଜା ସମାଜ ବିକାଶ ପରିଷଦ ର ଜିଲ୍ଲା ସ୍ତରୀୟ ବୈଠକ
ଡାବୁଗାଁ _ ଯଶୋବନ୍ତ ପରିଚ୍ଛା (ଶାସକ ପ୍ରଶାସକ)ତା ୨୪/୦୫/୨୬ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେଭୀନ୍ୟୁ ସାହି ସ୍ଥିତ ପରଜା ସମାଜ ଗୃହରେ ଜିଲ୍ଲା ସ୍ତରୀୟ ପରଜା ସମାଜ ବିକାଶ ପରିଷଦ ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ଜିଲ୍ଲା ପରଜା ସମାଜ ର ସମ୍ପାଦକ ଗୌର ଚନ୍ଦ୍ର ନାୟକ ବୈଠକ ରେ ଯୋଗ…