ଲକ ଡାଉନ ବେଳର ବିରଳ ଚିତ୍ର : ଭାରତ ବାଲାଙ୍କ “ଉଠିବା ଆମେ” (ଦେଖନ୍ତୁ ଫିଲ୍ମଟି)
ନଅ ସପ୍ତାହ ! ୧୩୦ କୋଟିରୁ ଉର୍ଧ୍ଵ ଜନତା ଲକ୍ ଡାଉନରେ ! ସତେ ଯେପରି ଏକ ନୀରବ ରାଷ୍ଟ୍ର | ଏପରି ସମୟ ମଧ୍ୟରେ ରହିଛି ଯାହା ଆମେ ପୂର୍ବରୁ ଅନୁଭବ କରିନାହୁଁ | ବିଶ୍ଵର ସବୁଠାରୁ ଜନବହୁଳ ଗଣତନ୍ତ୍ର ଏକ ଅଦୃଶ୍ୟ ବିପଦ ନୋଭେଲ କରୋନା ଭୂତାଣୁ ଦ୍ୱାରା ବନ୍ଦୀ | ସ୍ୱାଧୀନ ଭାରତର ଇତିହାସରେ…