ଔଷଧ ବିକଳରେ ତାଟିଆ କାମୁଡୁଛି ବିଜେଡି : ଟଙ୍କଧର
ଝାରସୁଗୁଡ଼ା :(ସୁଭାଷ ସହାରେ): ଝାରସୁଗୁଡା ଜିଲ୍ଲାରେ ପାଉଁଶ ଗଦାକରି ପ୍ରଦୁଷଣ କିଏ କରୁଛି , ଜିଲ୍ଲାର ଛୋଟଛୋଟ ପିଲାଙ୍କୁ ଜଣା । ଜିଲ୍ଲାର କେଉଁ ନେତାଙ୍କ ଏଥିରେ ପ୍ରତେକ୍ଷ୍ୟ ଭୂମିକା ରହିଛି , ଝାରସୁଗୁଡା ଜିଲ୍ଲାବାସୀ ଭଲଭାବେ ଜାଣିଛନ୍ତି । ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ଶ୍ରୀ…