ଆଜି ସୁସ୍ଥ ହେଲେ ୭୨ ଜଣ 

ଭୁବନେଶ୍ୱର : ଆଜି କରୋନାରୁ ସୁସ୍ଥ ହୋଇଛନ୍ତି ୭୨ ଜଣ | ଫଳରେ ସୁସ୍ଥ ସଂଖ୍ୟା ବୃଦ୍ଧି ପାଇ ୨୩୫୪ରେ ପହଂଚିଛି | ଆଜି ସୁସ୍ଥଙ୍କ ମଧ୍ୟରେ ୧୭ ଜଣ ଗଂଜାମରୁ, ୯ଜଣ ସୋନପୁରରୁ, 7 ଜଣ ବଲାଙ୍ଗୀରରୁ, 6 ଜଣ ଜଗତସିଂହପୁରରୁ, କଟକ, କଳାହାଣ୍ଡି ଓ  ସୁନ୍ଦରଗଡରୁ ୫ ଜଣ ଲେଖାଏ, ବାଲେଶ୍ୱର ଓ ମୟୁରଭଞ୍ଜରୁ…

ରଜ ପାଇଁ ୧୨ ତାରିଖରେ ରାତି କର୍ଫ୍ୟୁ କୋହଳ 

ଭୁବନେଶ୍ୱର : ମୁଣ୍ଡ ଉପରେ ରଜ | ପାର୍ବଣ ପାଇଁ କିଣାକିଣି କରିବା ସକାଶେ ଦିନକ ପାଇଁ ରାତି କର୍ଫ୍ୟୁ କୋହଳ କରିଛନ୍ତି ରାଜ୍ୟ ସରକାର | ରାଜ୍ୟ ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଏକ ସଂଶୋଧିତ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ରଜ ଉତ୍ସବ ଜୁନ ୧୪ ତାରିଖରୁ ଆରମ୍ଭ…

ଗଜପତି ଜିଲ୍ଲାରେ ଆଜି ପୁଣି ନୂଆ ୭ଟି କରୋନା ପଜିଟିଭ୍ :  ସୂଚନା ଦେଲେ ଜିଲ୍ଲାପାଳ ଅନୁପମ ସାହା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଆଜି  ପୁଣି ନୂଆ ୭ ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଭିଡିଓ ମାଧ୍ୟମରେ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ଗୁଜୁରାଟରୁ ଜଣେ , ଆନ୍ଧ୍ରପ୍ରଦେଶରୁ ଜଣେ , ୫ ଜଣ ତାମିଲନାଡୁରୁ   ଫେରନ୍ତା  ।…

ଥାଲାସେମିଆ ରୋଗୀଙ୍କ ପାଇଁ ରକ୍ତ ଅଭାବ ଦୂର କରିବାକୁ ରକ୍ତଦାନ ଶିବିର

ଉଦ୍ୟମ ଚାରିଟେବୁଲ୍ ଟ୍ରଷ୍ଟ ଓ କମିଶନରେଟ୍ ପୋଲିସର  ମିଳିତ ପ୍ରୟାସ ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଶ୍ୱରେ କରୋନା ମହାମାରି ଦେଖା ଦେଇଥିବାରୁ ବର୍ତ୍ତମାନ ରକ୍ତର ଘୋର ଅଭାବ ଦେଖାଦେଇଛି । ଏହି ଘୋର ଅଭାବକୁ ଦୂର କରିବା ପାଇଁ ଉଦ୍ୟମ ଚାରିଟେବୁଲ୍ ଟ୍ରଷ୍ଟ ଓ କମିଶନରେଟ୍ ପୋଲିସ୍ର ମିଳିତ…

ରାଜ୍ୟରେ ଆଜି ୧୩୬ ନୂଆ କରୋନା ପଜିଟିଭ

ଭୁବନେଶ୍ୱର  : ରାଜ୍ୟରେ  ଆଜି୧୩୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ମୋଟ ୩୩୮୬ରେ ପହଞ୍ଚିଛି । ଏ ଯାବତ କାଲି ସୁସ୍ଥ ହୋଇଥିବା ୧୪୯ ଜଣଙ୍କୁ ମିଶାଇ ୨୨୮୨  ରହିଥିବା ବେଳେ ନୂଆ   ଜଣ ଆକ୍ରାନ୍ତଙ୍କ ସହ ସକ୍ରିୟ ସଂଖ୍ୟା  ୧୦୯୨ରେ ପହଞ୍ଚିଛି ।…

କୋଭିଡର ଆଉ ଏକ ଲମ୍ବା ଡିଆଁ : ଗୋଟେ ଦିନରେ ୧୦,୦୦୦ ଆକ୍ରାନ୍ତ , ୩୫୭ଙ୍କ ମୃତ୍ୟୁ 

ନୂଆଦିଲ୍ଲୀ (ଏସପିବି ) : କୋଭିଡର ଆଉ ଏକ ଲମ୍ବା ଡିଆଁ ମାରିଛି ଦେଶରେ | ଆଜି ତାରିଖରେ ଉଦବେଗଜନକ ସ୍ଥିତିରେ ରହିଛି ୪ ପର୍ଯ୍ୟାୟ ଲକ ଡାଉନ ଓ ବର୍ତ୍ତମାନର ଅନ ଲକ ଘୋଷଣା ସତ୍ତ୍ୱେ | ମହାରାଷ୍ଟ୍ର  ଭଳି ଗୁଜୁରାଟ ଓ ଦିଲ୍ଲୀରେ ଅବସ୍ଥା ବି ସଂଗୀନ ହେବାକୁ ବସିଛି | ଲଗାତାର ଭାବେ ଦଶମ ଦିନରେ…

ଲକଡାଉନ ଉଠିବା ସହ ବଢିଛି ରେଳ ମାଲ ପରିବହନ

ମେ’ ମାସରେ ଭାରତୀୟ ରେଳ ପରିବହନ କରିଛି ୮୨.୨୭ ନିୟୁତ ଟନ ଅତ୍ୟାବଶ୍ୟକ ସାମଗ୍ରୀ ଯାହା ଏପ୍ରିଲ ମାସ ତୁଳନାରେ ଶତକତା ୨୫ ଅଧିକ          • ଏପ୍ରିଲ ପହିଲାରୁ ୯  ଜୁନ ମଧ୍ୟରେ ଭାରତୀୟ ରେଳ ଦେଶବ୍ୟାପୀ ୧୭୫.୪୬  ନିୟୁତ ଟନ ଅତ୍ୟାବଶ୍ୟକ ମାଲ ପରିବହନ କରିଛି          • ଯୋଗାଣ…

ରାହାଜାନିରେ ସମ୍ପୃକ୍ତ ୩ ଯୁବକ ଗିରଫ , ମୋବାଇଲ ସହିତ ବାଇକ ଜବତ

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ଓଡ଼ଗାଁ ଥାନା ବାଣ୍ଠପୁର ବାଲିତୋଟା ଠାରୁ ରାହାଜାନି କରି ଛଡାଇ ନେଇଥିବା ୩ଟି କି ପ୍ୟାଡ ମୋବାଇଲ ସହିତ ଅଣପଞ୍ଜିକୃତ କଳା ରଙ୍ଗର ଟିଭିଏସ ଆପାଚି ବାଇକ ଏବଂ ମାରଣାସ୍ତ୍ର ଜବତ କରିବା ସହିତ ପୋଲିସ ସମ୍ପୃକ୍ତ ୩ ଯୁବକକୁ ଗିରଫ କରିଛନ୍ତି । ଗିରଫମାନେ ହେଲେ…

ଟ୍ରାକ୍ଟର ଧକାରେ ବାଇକ ଚାଳକ ଗୁରୁତର 

ଓଡ଼ଗାଁ,କୁରାଳ,(ଶ୍ରୀକାନ୍ତ ମିଶ୍ର): ଓଡ଼ଗାଁ ଥାନା ଅନ୍ତର୍ଗତ କୁରାଳ ଗୋଡିପଲ୍ଲୀ ରାସ୍ତା ଠାରେ ଗୋଟିଏ ଟ୍ରାକ୍ଟର ଧକାରେ ବାଇକ ଚାଳକ ଗୁରୁତର ହୋଇଥିବା ଜଣାଯାଇଛି । ସୂଚନା ଅନୁସାରେ ଖଙ୍ଗାର ପଲ୍ଲୀର ଜଗନ୍ନାଥ ନାୟକ(୬୮) କୈାଣସି କାର୍ଯ୍ୟରେ ଓ ଆର ୨୫ ଏ ୮୩୨୬ ବାଇକ ଯୋଗେ ଓଡ଼ଗାଁ ଅଭିମୁଖେ…

ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ପାଇଁ ଯଥେଷ୍ଟ ସମ୍ଭାବନା ରହିଛି,  ରାଜ୍ୟସରକାର କୌଣସି ପଦକ୍ଷେପ ଗ୍ରହଣ…

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଷଡଙ୍ଗୀଙ୍କ ସହ ଭିଡିଓ କନଫରେନ୍ସି ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କଲେ ମତ୍ସ୍ୟଜୀବୀ  ମତ୍ସ୍ୟଜୀବୀମାନଙ୍କର ବିକାଶ ପାଇଁ ମୋଦି ସରକାର ଉତ୍ସର୍ଗୀକୃତ  ମତ୍ସ୍ୟ ଚାଷର ବିକାଶ ପାଇଁ ଉତ୍ପାଦନ, ପ୍ରକ୍ରିୟାକରଣ, ଶୀତଳ ଭଣ୍ଡାର ଏବଂ ମାକେଟିଂର ଅଭାବ…