ଘୁଡୁ ଘୁଡୁ ପଟି ଖେଳ : ବାଇକ ସହ ୫ଜଣ ଗିରଫ
ଝାରବନ୍ଧ -ମନୋହର ଦାଶ :ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜଗଦଲପୁର ଥାନା ସରେକେଲା ଗ୍ରାମ ରେ ବିଳମ୍ବିତ ରାତ୍ର ରେ ଚାଲିଥିବା ଘୁଡୁ ଘୁଡୁ ପଟି ଜୁଆ ଖେଳ ର ବିଶ୍ୱସ୍ତ ସୂତ୍ର ରୁ ଖବର ପାଇ ଜଗଦଲପୁର ଥାନା ଅଧିକାରୀ ଲିଲିମାଲଳିତା ବ।ର୍ଲା ଏକ ଟିମ ଗଠନ କରି ଜୁଆ ଅଡ୍ଡା ଉପରେ…