ଆଜି ରାଜ୍ୟରେ ୧୭୪ ଜଣ କରୋନା ପଜିଟିଭ : ଗଂଜାମରେ ୫୬
ଭୁବନେଶ୍ୱର : ଆଜି ରାଜ୍ୟରେ ୧୭୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୪୬ଜଣ ଚିହ୍ନଟ ହୋଇଥିବା ବେଳେ ସାଧାରଣ ଅଂଚଳରୁ ଚିହ୍ନଟ ହୋଇଛନ୍ତି ୨୮ ଜଣ | ଫଳରେ କରୋନା ପଜିଟିଭଙ୍କ ସଂଖ୍ୟା ୪୫୧୨ ରେ ପହଂଚିଛି | ଏଯାବତ ୩୦୪୭ଜଣ ସୁସ୍ଥ ହୋଇଥିବା ବେଳେ…