ରାଜ୍ୟରେ ଚିହ୍ନଟ ହେଲେ 165 ନୂଆ ପଜିଟିଭ

ଭୁବନେଶ୍ୱର -ରାଜ୍ୟରେ ଆଉ ୧୬୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୪୦ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୫  ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଆଜି ସର୍ବାଧିକ ଗଂଜାମ ଜିଲ୍ଲାରୁ ୪୧  ଜଣ ଚିହ୍ନଟ ହୋଇଥିବା ବେଳେ ଗଜପତି ଜିଲ୍ଲାରୁ ୨୮ ଜଣ  ,…

ଜନ୍ମମାଟିରେ ସହିଦ ଚନ୍ଦ୍ରକାନ୍ତଙ୍କୁ ଅଶ୍ରୁଳ ବିଦାୟ 

 ଜି.ଉଦୟଗିରି/ ଗଗନ କୁମାର ପ୍ରଧାନ : ବୀର ଯବାନ ଚନ୍ଦ୍ରକାନ୍ତଙ୍କୁ ହରାଇ ଏ ମାଟି ଝୁରୁଛି, ଗାଁ କାନ୍ଦୁଛି | କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ବିଅରପାଙ୍ଗା ଅଂଚଳ ଶୋକରେ ମ୍ରିୟମାଣ | ରାଜ୍ୟବାସୀ ବି ମର୍ମାହତ ମାଟିର ବୀର ସପୁତଙ୍କୁ ହରାଇ |  ଦେଶମାତୃକା ପାଇଁ ସୀମାରେ ସହିଦ…

ଗ୍ରାମାଞ୍ଚଳରେ ଜୀବନ ଜୀବିକା ସୃଷ୍ଟି ପାଇଁ  “ଗରିବ କଲ୍ୟାଣ ରୋଜଗାର ଅଭିଯାନ”

• ଓଡିଶା ସମେତ ୬ଟି ରାଜ୍ୟର ୧୧୬ ଜିଲ୍ଲାରେ ପ୍ରବାସୀ ଶ୍ରମିକଙ୍କୁ ୧୨୫ ଦିନର କାମ ଦେବା ଯୋଜନାର ଲକ୍ଷ୍ୟ • ଅଭିଯାନ ଦ୍ଵାରା ସ୍ଥାୟୀ ଭିତ୍ତିଭୂମି ସୃଷ୍ଟି ହେବା ସହ କର୍ମ ସଂସ୍ଥାନ ସୁଯୋଗ ବୃଦ୍ଧି ପାଇବ • ଗରିବ କଲ୍ୟାଣ ରୋଜଗାର ଅଭିଯାନ ପାଇଁ ଖର୍ଚ୍ଚ ହେବ ୫୦ ହଜାର କୋଟି ନୂଆଦିଲ୍ଲୀ…

 ବାଣିଜ୍ୟିକ ଖନନ ନିମନ୍ତେ କୋଇଲା ଖଣି ନିଲାମୀ ପ୍ରକ୍ରିୟା ଆରମ୍ଭ

 ପ୍ରତିଦ୍ୱନ୍ଦ୍ୱିତା, ପୁଞ୍ଜି, ଭାଗିଦାରୀ ଏବଂ ପ୍ରଯୁକ୍ତି ନିମନ୍ତେ କୋଇଲା ଓ ଖଣି କ୍ଷେତ୍ରକୁ ସମ୍ପୂର୍ଣ୍ଣ ରୂପେ ଉନ୍ମୁକ୍ତ କରିବା ଲାଗି ଭାରତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି : ପ୍ରଧାନମନ୍ତ୍ରୀ • କୋଇଲା କ୍ଷେତ୍ରରେ ସଂସ୍କାର ଫଳରେ ପୂର୍ବ ଏବଂ ମଧ୍ୟ ଭାରତ ସମେତ ଜନଜାତି କ୍ଷେତ୍ର…

ଟିଟିଲାଗଡରେ ବୃଦ୍ଧଙ୍କର ଆତ୍ମହତ୍ୟା।

ଟିଟିଲାଗଡ( ଗୌରବ ଦର୍ଜି)-ଟିଟିଲାଗଡ ସହରର ଗୋରୁବଜାର୍ ପଡାର ଏକ ୬୦ ବର୍ଷୀୟ ବୃଦ୍ଧ ଏକ ଗଛରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ବୃଦ୍ଧ ଜଣଙ୍କର ନାମ ଗିରିଧାରୀ ସାହୁ ବୋଲି ଜଣା ପଡିଛି। ସେ ବଲାଙ୍ଗୀରରେ ରହୁଥିଲେ | କିନ୍ତୁ କରୋନା ମହାମାରୀ ପାଇଁ ଟିଟିଲାଗଡ ନିଜ ବାସଭବନକୁ ଚାଲି…

ସର୍ଭେ ଚାଲିଛି, ପ୍ରତି ବ୍ଲକରେ ହେବ ୩୦ କିମି ଗ୍ରାମ୍ୟ ସଡକ : ସୁଶାନ୍ତ  

ଭୁବନେଶ୍ୱର (ଶାସକ ପ୍ରଶାସକ) :ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅଧୀନରେ ଖୁବ ଶୀଘ୍ର ଆରମ୍ଭ କରାଯିବ କାମ । ବର୍ଷା ପରେ ପରେ ଏହି କାର୍ଯ୍ୟ ଆରମ୍ଭ ହେବ |  ଓଡ଼ିଶାରେ ପ୍ରତି ବ୍ଲକରେ ୩୦ କିଲୋମିଟର ରାସ୍ତା କାମ କରିବ ଗ୍ରାମ୍ୟଉନ୍ନୟନ  ବିଭାଗ । ଏ ନେଇ ସର୍ଭେ ଜାରି ରହିଥିବା ବେଳେ…

“ମନ ମାନୁନି , ହେଲେ ମାନିବାକୁ ପଡିବ : ବୋଧହୁଏ ମହାପ୍ରଭୁଙ୍କ ଇଚ୍ଛା” 

ଭୁବନେଶ୍ୱର,(ଶାସକ ପ୍ରଶାସକ): ସୁପ୍ରିମକୋର୍ଟ ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ କରିବାକୁ ନିର୍ଦ୍ଦେଶ  ଦେଇଥିବା ବେଳେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସୁପ୍ରିମକୋର୍ଟଙ୍କ କଠୋର ନିଷ୍ପତିକୁ ସ୍ୱୀକାର କରିବାକୁ ପଡିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।ଶ୍ରୀ ମହାନ୍ତି…

ନୟାଗଡ ମାଟିରେ ସହିଦ ଚନ୍ଦ୍ରକାନ୍ତଙ୍କ ପାର୍ଥିବ ଶରୀରରେ ଅଶ୍ରୁଳ ଶ୍ରଦ୍ଧାସୁମନ 

http://www.youtube.com/watch?v=rR87c6Jy5b8 ନୟାଗଡ(ବିଶ୍ୱଜିତ ନାୟକ) : ବୀର ଯବାନ ଚନ୍ଦ୍ରକାନ୍ତଙ୍କୁ ହରାଇ ଏ ମାଟି ଝୁରୁଛି, ଗାଁ କାନ୍ଦୁଛି | ଦେଶମାତୃକା ପାଇଁ ସୀମାରେ ସହିଦ ହୋଇଥିବା ଓଡିଶା ମାଟିର ସୁଯୋଗ୍ୟ ସନ୍ତାନ କନ୍ଧମାଳର ଚନ୍ଦ୍ରକାନ୍ତଙ୍କ ପାର୍ଥିବ ଶରୀର ଆଜି ଯାଉଥିବା…

କୋଭିଡ୍-୧୯ ପରିସ୍ଥିତିରେ ଜୀବନ ଜୀବିକା ସୁରକ୍ଷା ଦିଗରେ କୃଷିର ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଛି –  ମନ୍ତ୍ରୀ…

  http://www.youtube.com/watch?v=d2UMTlV1fNU ଖରିଫ ଚାଷ ପରିପ୍ରେକ୍ଷୀରେ ବରିଷ୍ଠ କୃଷି ବରିଷ୍ଠ ଅଧିକାରୀମାନଙ୍କ ସହ ଭିଡ଼ିଓ କନଫରେନସିଙ୍ଗରେ ମନ୍ତ୍ରୀ ନେଲେ ବୈଠକ ଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରିବା ଉପରେ ଗୁରୁତ୍ୱ ପ୍ରତି ୧୫…

ନିଖୋଜ ହେବାର ୮ଦିନ ପରେ,ମହାନଦୀ ଟାପୁରୁ ପଦ୍ମଲୋଚନଙ୍କ ଗଳିତ ଶବ ଉଦ୍ଧାର 

 ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜିଲା ଧନକଉଡା ବ୍ଲକ ବୁର୍ଲାଥାନା ଚିପିଲିମା ଫାଣ୍ଡି ଅନ୍ତର୍ଗତ କର୍ଡୋଲା ଗ୍ରାମର ଜଣେ ବିବାହିତ ଯୁବକ ଗତ ଗୁରୁବାର ଦିନରୁ ନିଖୋଜ ଥିବାବେଳେ,୮ଦିନ ପରେ ଧନକଉଡା ବ୍ଲକ କୁଦ ଗୁଣ୍ଡେରପୁର ପଞ୍ଚାୟତ କୁଦ ତବଡା ମହାନଦୀ ମଝିସ୍ଥିତ ଏକ ବୁଦାରୁ…