ସରିଲା ଛତିସା ନିଯୋଗ ବୈଠକ, ଝୁଲିଲା ନିଷ୍ପତ୍ତି

ଅଦାଲତଙ୍କ ନିଷ୍ପତ୍ତିକୁ ଅପେକ୍ଷା , ରାଜ୍ୟ ସରକାରଙ୍କୁ ବି ଅନୁରୋଧ ସମସ୍ତଙ୍କ ଗୋଟିଏ କଥା "ଜଗନ୍ନାଥଙ୍କ ରଥ ଗଡୁ"  ପୁରୀ(ଅନିମେଶ ପଟ୍ଟନାୟକ) :  ଶେଷ ହେଲା ଛତିସା ନିଯୋଗ ବୈଠକ।  ପୁଣି ଝୁଲିଲା ନିଷ୍ପତ୍ତି । ସୁପ୍ରିମକୋର୍ଟଙ୍କ ଗତକାଲିର ରାୟ ଓ ରାଜ୍ୟ ସରକାରଙ୍କ କ୍ୟାବିନେଟ ନିଷ୍ପତ୍ତି…

କରୋନା ଯୁଦ୍ଧା ଭାବେ ବାଙ୍ଗିରିପୋଷି ଥାନା ଅଧିକାରୀ ସମ୍ମାନୀତ

ବାରିପଦା(ଦିଲ୍ଲୀପ ମହାନ୍ତି )- ହ୍ୟୁମାନ  ରାଇଟ୍ସ ୟୁଥ ଡେ଼ଭ୍ଲପ୍ମେଣ୍ଟ ରାଷ୍ଟ୍ରୀୟ ସଙ୍ଗଠନ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଧିକାରୀ ଦୟାନିଧି ଦାସଙ୍କୁ ମାନବ ସେବା ସମ୍ମାନରେ ସମ୍ମାନୀତ କରାଯାଇଛି । ବିଶ୍ୱ ମହାମାରୀ କରୋନାକୁ ନେଇ ଜିଲ୍ଲାରେ ଲକଡ଼ାଉନ ଜାରି ହୋଇଥିବା …

ମୟୂରଭଞ୍ଜ ଜିଲ୍ଲାରେ ୩୦୫୪.୬୯ କୋଟି ଟଙ୍କା ଋଣ ଯୋଗାଣର ଲକ୍ଷ୍ୟ ଧାର୍ଯ୍ୟ

ବାରିପଦା(ଦିଲ୍ଲୀପ ମହାନ୍ତି )- ୨୦୨୦-୨୧ ଆର୍ଥିକ ବର୍ଷ ଋଣ ଯୋଜନାରେ ମୟୂରଭଞ୍ଜ ଜିଲ୍ଲାରେ ୩୦୫୪.୬୯ କୋଟି ଟଙ୍କା ଋଣ ଯୋଗାଣର ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଥିବା ବେଳେ କୃଷି, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ଗୃହ ଓ ଶିକ୍ଷା ଆଦି ଯେତ୍ରରେ ଏହି ଋଣ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳଙ୍କ ସମ୍ମିଳନୀ…

ସହୀଦ ବୀରଙ୍କୁ ବିଜେଡି ପକ୍ଷରୁ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର /ରମାକାନ୍ତ ବିଶ୍ବାଳ: ପୂର୍ବ ଲଦାଖର  ଭାରତ-ଚୀନ ସୀମାନ୍ତ ଗଲୱାନ ଉପତ୍ୟକା ଅଞ୍ଚଳରେ ଦେଶ ପାଇଁ ପ୍ରାଣ ବଳି ଦେଇଥିବା    ୨୦ ଜଣ ବୀର ସୈନିକଙ୍କୁ ଆଜି  ବିଜୁ ଜନତାଦଲ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ତରଫରୁ ଶାନ୍ତିନଗର ବିଜେଡି କାର୍ଯ୍ୟାଳୟ ସମ୍ମୁଖରେ ମହମବତୀ ଜାଳି…

ଲୋଇସିଂହା ବିଧାୟକଙ୍କ ଦ୍ୱାରା ମାସ୍କ ବଣ୍ଟନ

ଲୋଇସିଂହା (ଶାସକ ପ୍ରଶାସକ) : ଗ୍ରାମକୁ ପ୍ରବାସୀ ଶ୍ରମିକ ଫେରିଲା ପରେ ବର୍ତମାନ କରୋନା ଭୁତାଣୁ ସଂକ୍ରମଣ ବଡିବାରେ ଲାଗିଛି ! ଗାଁରେ ଲୋକମାନଂକର ସଚେତନତା  ଅଭାବ ଓ ପୋଲିସ କଟକଣା କମ ଥିବାରୁ ଲୋକ ବେଖାତିର କରୁଛନ୍ତି | ଗାଁର  ସର୍ବସାଧାରଣ ସ୍ଥାନରେ ସରକାରଙ୍କର ତରଫରୁ ବିଶୋଧିତ କରାଯାଉ…

ଓକିଲ-ଆରଆଇ ଗଣ୍ଡଗୋଳ : ଉଭୟ ପକ୍ଷରୁ ଥାନାରେ ଅଭିଯୋଗ 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର)   : ଓଡ଼ଗାଁ ତହସିଲ କାର୍ଯ୍ୟାଳୟ ପରିସରରେ ଓକିଲ ଏବଂ ଆରଆଇଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ଓଡ଼ଗାଁ ଥାନାରେ ଉଭୟ ପକ୍ଷରୁ ୨ଟି ଅଭିଯୋଗ ହୋଇଛି । ଗତକାଲି ଗୁରୁବାର ଅପରାହ୍ନ ୧ଟା ବେଳେ କୋମଣ୍ଡ ଆରଆଇ ଧନଞ୍ଜୟ ସାହୁ ତହସିଲ କାର୍ଯ୍ୟାଳୟ ଆସିଥିବା ବେଳେ ଓକିଲମାନଙ୍କ…

ନାବାଳିକା ଦୁଷ୍କର୍ମ  ଅଭିଯୋଗ

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର):  ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ନିକଟ ଏକ ଗାଁର ଜଣେ ନାବାଳିକାକୁ  ଦୁଷ୍କର୍ମ ହୋଇଥିବା ନେଇ ଥାନାରେ ଅଭିିଯୋଗ ହୋଇଛି । ପୋଲିସ ୧୪୩/୨୦ରେ ମାମଲା ରୁଜୁ କରି ଡାକ୍ତରୀମାଇନା ପରେ ଆଜି ୧୬୪ରେ ନାନାଳିକାର ବୟାନ ରେକଡ କରି ବାପାକୁ ହସ୍ତାନ୍ତର କରିଥିଲେ ।…

ଓଡ଼ଗାଁ ଥାନାରେ ନୂଆ ଆଇଆଇସି ପ୍ରଜ୍ଞା ପାରମିତା ଜେନାଙ୍କ ଯୋଗଦାନ

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର)  : ନୟାଗଡ଼ ଜିଲ୍ଲାର ଏକମାତ୍ର ଆଦର୍ଶ ଥାନା ଓଡ଼ଗାଁରେ ଆଜି ନୂତନ ଆଇଆଇସିଙ୍କ ଯୋଗଦାନ କରିଛନ୍ତି । ୧୫୦ ଦିନର ବ୍ୟବଧାନ ପରେ ଆଜି ସନ୍ଧ୍ୟାରେ ପ୍ରଜ୍ଞା ପାରମିତା ଜେନା ଯୋଗଦାନ ପରେ ଆଦର୍ଶ ଥାନାର ରୁପରେଖ ବଦଳିବ ବୋଲି ଆଶା କରାଯାଉଛି । ଏହା ପୂର୍ବରୁ ସେ କଟକ…

ସେପ୍ଟେମ୍ବର ସୁଦ୍ଧା ଶେଷ ହେବ ରାଉରକେଲା ସ୍ୱେରେଜ୍‍ ବ୍ୟବସ୍ଥା

ସ୍ୱେରେଜ ବ୍ୟବସ୍ଥା ନେଇ ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ  ଭୁବନେଶ୍ୱର(ଶାସକ ପ୍ରଶାସକ) : ରାଜ୍ୟର ବିଭିନ୍ନ ସହରାଞ୍ଚଳମାନଙ୍କରେ ସ୍ୱେରେଜ୍‍ ବ୍ୟବସ୍ଥା ସମ୍ପର୍କରେ ପଞ୍ଚାୟତିରାଜ, ପାନୀୟ ଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ସମୀକ୍ଷା କରିଛନ୍ତି । ସମୀକ୍ଷାରୁ…

ଟିମ୍ ପ୍ରକାଶ ତ୍ରିପାଠୀ ଓ ଜୟ ମା ୟୁଥ୍ କ୍ଲବ୍ ତରଫରୁ ସହିଦଙ୍କୁ  ଶ୍ରଦ୍ଧାଞ୍ଜଳୀ 

ଭୁବନେଶ୍ୱର (ଶାସକ ପ୍ରଶାସକ) ; ଚୀନ ସୀମାରେଖା ଲଦାଖର ଗଲୱାନ୍ ଘାଟିରେ ସହିଦ୍ ହୋଇଥିବା ଭାରତୀୟ  ଯବାନଙ୍କ ଉଦ୍ଦେଶ୍ୟରେ ଆଜି ସନ୍ଧ୍ୟାରେ ଟିମ୍ ପ୍ରକାଶ ତ୍ରିପାଠୀ ଓ ଜୟ ମା ୟୁଥ୍ କ୍ଲବ୍ ତରଫରୁ ଏକ ଶ୍ରଦ୍ଧାଞ୍ଜଳୀ ସଭା ଭିଏସସନଗର୍ ପ୍ରଭୂଜୀ ଈଂଲିସ ମିଡିୟମ ସ୍କୁଲ୍ ନିକଟରେ ଅନୁଷ୍ଠିତ…