ନୂଆ ତମତରା ଗ୍ରାମରେ ବିଦ୍ୟୁତ ଜଳିବ ଆସନ୍ତା ମାସରେ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଗଣ୍ଡାହାତୀ ପଞ୍ଚାୟତର ତାମତରା ଗ୍ରାମରେ ରାଜୀବ ଗାନ୍ଧୀ ଗ୍ରାମୀଣ ଯୋଜନାରେ ସରକାର ପ୍ରଥମ ଥର ପାଇଁ ଗତ ୨୦୦୭-୦୮ ଆର୍ଥିକ ବର୍ଷରେ ବିଦ୍ୟୁତ ଯୋଗାଇଥିଲେ । କିନ୍ତୁ ୨୦୧୨-୧୩ ଆର୍ଥିକ ବର୍ଷରେ ଗ୍ରାମକୁ…