୧୪୪ ଧାରାରେ ସବୁ ଶ୍ରୀଜଗନ୍ନାଥ ମନ୍ଦିର
ବାରିପଦା ସହିତ ମୟୂରଭଞ୍ଜ ଜିଲ୍ଲାର ୧୦୧ ଜଗନ୍ନାଥ ମନ୍ଦିରରେ ୧୪୪ ଧାରା ଜାରି
ଜୁନ ୨୩ ସକାଳ ୫ରୁ ଜୁନ ୨୫ ପର୍ଯ୍ୟନ୍ତ ମନ୍ଦିରଠାରୁ ୫ ଶହ ମିଟର ବ୍ୟବଧାନକୁ ନେଇ କଟକଣା ଲାଗୁ
ମହାପ୍ରଭୂଙ୍କୁ ଦର୍ଶନ କରିପାରିବେ ନାହିଁ ଭକ୍ତ, ମନ୍ଦିର ପାର୍ଶ୍ୱ ରାସ୍ତାରେ ଚଳପ୍ରଚଳ କରି…