ଉପରାଷ୍ଟ୍ରପତି କୋଭିଡ ପଜିଟିଭ୍ ଚିହ୍ନଟ
ନୂଆଦିଲ୍ଲୀ (ଶାସକ ପ୍ରଶାସକ ) ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି | ଖୋଦ ଉପରାଷ୍ଟ୍ରପତିଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏହା ସୂଚନା ଦିଆଯାଇଛି। ଆଜି ସକାଳେ ରୁଟିନ୍ COVID-19 ପରୀକ୍ଷା ବେଳେ ଶ୍ରୀ ନାଇଡୁ ପଜିଟିଭ୍ ହୋଇଥିବା କୁହାଯାଇଛି । ସେ…