ଆଜି ରାଜ୍ୟରେ କରୋନା ୨୬୪/୩
ଭୁବନେଶ୍ୱର : ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୨୬୪ଜଣ କରୋନା ପଜିଟିଭ | ଆଉ ଗତ ୨୪ ଘଣ୍ଟା ଭିତରେ ଯାଇଛି ୩ ଜଣଙ୍କ ଜୀବନ | ଫଳରେ ମୃତକଙ୍କ ସଂଖ୍ୟ କରୋନା ଜନିତ ୨୧ ଓ ଅନ୍ୟ କାରଣରୁ ୭ରେ ପହଂଚିଛି |
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କ୍ଵାରେଣ୍ଟାଇନ ସେଣ୍ଟରରୁ ୨୩୪ ଜଣ ଓ…