ମୋଦୀ ସରକାରରେ ଆଠମଲ୍ଲିକର ଚାଷୀ ଲାଭାନ୍ୱିତ ହେବେ: ଧର୍ମେନ୍ଦ୍ର

ଆଠମଲ୍ଲିକ /ସନ୍ତୋଷ ମେହେର : କେନ୍ଦ୍ରରେ ମୋଦୀ ସରକାରଙ୍କ ଦ୍ଵିତୀୟ ପାଳିର ପ୍ରଥମ ବର୍ଷର ହିସାବକୁ ସମଗ୍ର ଦେଶରେ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜନ ସମ୍ବାଦ ଭର୍ଚୁଆଲ ରାଲି ଅନୁଷ୍ଠିତ ହେଉଥିବା ବେଳେ ଆଜି ଅନଗୁଳ ଜିଲ୍ଲା ଆଠମଲ୍ଲିକ ବିଧାନସଭା ରେ ଅୟୋଜିତ ହୋଇଛି। ମୁଖ୍ୟ ଅତିଥି…

ପୋଲସରା ସହରକୁ ୬ ଦିନ ପାଇଁ ସଂପୂର୍ଣ୍ଣ ସଟ୍ ଡାଉନ୍ ଘୋଷଣା କଲେ ଗଞ୍ଜାମ ଜିଲ୍ଲାପାଳ

 ପୋଲସରା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ପୋଲସରା ସହରରେ ଚିନ୍ତା ବଢ଼ାଉଛି କରୋନା ପଜିଟିଭ ସଂଖ୍ୟା। ପୋଲସରା ଏନଏସି ରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଇ ୪୦ରୁ ଉର୍ଦ୍ଧ୍ବ ହୋଇଥିବା ବେଳେ ଆଜି ପୁଣି ୧୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିପାଇଁ   ଗଞ୍ଜାମ ଜିଲ୍ଲାପାଳଙ୍କ ଜରୁରୀ ନିର୍ଦ୍ଦେଶ…

ବୁଗୁଡା ବ୍ଲକ କଳମ୍ଵ ପଞ୍ଚାୟତ ସଟ୍ ଡାଉନ

ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା : ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ କଲମ୍ଵ ଗ୍ରାମ ପଞ୍ଚାୟତକୁ ଜୁଲାଇ ୭ ତାରିଖ ଠାରୁ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ସଟ୍ ଡାଉନ ଘୋଷଣା କରିଛନ୍ତି କଲମ୍ଵ ସରପଞ୍ଚ ପ୍ରତିଭା ରାଣୀ ଜେନା। କଲମ୍ଵ ପାଞ୍ଚାୟତର ଡେଙ୍ଗାପଦର ଓ କଲମ୍ଵ ଛକରେ ୭ ଜଣଙ୍କ…

ହାତୀଶାଲ୍ ପଡାବାସିନ୍ଦାଙ୍କୁ କଳିକେଶ ବଢ଼ାଇଲେ ସହାୟତାର ହାତ  

ବଲାଙ୍ଗୀର(ଶାସକ ପ୍ରଶାସକ) : ବଲାଙ୍ଗିର ହାତିଶାଳପଡାରେ ମୋଟ ୪୩ ଜଣଙ୍କର କରୋନା ପଜିଟିଭ ଆସିବା ପରେ ସହରରେ ଏବେ ଭୟର ବାତାବରଣ ଦେଖାଦେଇଛି । ହାତୀଶାଲ୍ ପଡାକୁ ପ୍ରଶାସନ ତରଫରୁ ଗତ ଜୁଲାଇ ୦୩ ତାରିଖରୁ କନଟେନଣ୍ଟମେଣ୍ଟ ଜୋନ ଘୋଷଣା କରାଯାଇଥିଲା । ସେହି ଅଞ୍ଚଳରେ ମୁଖ୍ୟତଃ  ଶ୍ରମିକ ଦିନ…

 ୧୫ ଦିନ ସମସ୍ତ ସରକାରୀ ଅଫିସ ବନ୍ଦ 

ପୁରୀ(ଅନିମେଷ ପଟ୍ଟନାୟକ ): କରୋନାର କାୟାରେ ସାରା ରାଜ୍ୟ । ଦେଶ ତଥା ରାଜ୍ୟରେ କରୋନା ଉର୍ଦ୍ଧମୁଖା । ପୁରୀରେ ମଧ୍ୟ ପ୍ରତିଦିନ କିଛି ନା କିଛି  ସଂକ୍ରମିତ ବାହାରୁଛନ୍ତି । ଏଭଳି ଏକ ଘଡିସନ୍ଧି ସମୟରେ ଜିଲ୍ଲାର ସମସ୍ତ ସରକାରୀ ଅଫିସକୁ ବନ୍ଦ ଘୋଷଣା  କରିଛନ୍ତି ଜିଲ୍ଲାପାଳ ବଲୱନ୍ତ ସିଂ ।…

ସରକାର ସୂଚାଇ ଦେଲେ, ଦି ବର୍ଷ ଯାଏ ଏବେ ଆଂଠେଇବାକୁ ହେବ 

ଲାଗିଲା ଅଷ୍ଟେରିଟି ମେଜର : ବନ୍ଦ ରହିବ ନୂତନ ନିଯୁକ୍ତି, ନୂଆ ସ୍କିମ  ନେତା ଅଫିସରଙ୍କ ଗାଡି ସଉକ  ବିଳାସପୂର୍ଣ୍ଣ ଯାତ୍ରା ଉପରେ ଲଗାମ ଭୁୁବନେଶ୍ୱର: କରୋନା ଯୋଗୁ ଅତି କାମରେ ଦି ବର୍ଷ ଆଂଠେଇବାକୁ ହେବ | ଆପାତତଃ ଦି ପର୍ସ ପର୍ଯ୍ୟନ୍ତ ଆର୍ଥିକ ସ୍ଥିତିରେ ସୁଧାର ଆସିନପାରେ | କରୋନା …

କୋଭିଡ୍-୧୯ ବିପତ୍ତି ମୁକାବିଲା:  ଅଧିକ କ୍ରିୟାଶୀଳ କରିବାକୁ ଯୁବ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ 

ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ହେଲା ଆଲୋଚନା, ମୁଖ୍ୟମନ୍ତ୍ରୀଙ୍କ ତିନି ସୂତ୍ରୀ ମନ୍ତ୍ର କାର୍ଯ୍ୟକାରୀ କରିବାକୁ ସଂକଳ୍ପ  ଭୁବନେଶ୍ୱର(ଶାସକ ପ୍ରଶାସକ) :  ସମ୍ପ୍ରତି ରାଜ୍ୟରେ କୋଭିଡ୍-୧୯ ତାର କାୟା ବିସ୍ତାର କରିବାରେ ଲାଗିଛି | ତାହାର ବିପତ୍ତି ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ…

ଓଡ଼ଗାଁ ଏନଏସିର ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ

ପୁଣି ସୁନାମୁହିଁରୁ ୬ କୁରାଳରୁ ୧ ମିଶି  ବାହ୍ୟ ସଂକ୍ରମିତ ସଂଖ୍ୟା ୪୫ପହଁଚିଲା  ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଲକ ଅଂଚଳରେ କରୋନା ତାର କାୟା ବିସ୍ତାର କରି ସମସ୍ତ ସଂକ୍ରମିତ ସଂଖ୍ୟା ୮୪ରେ ପହଁଚିଛି । ଏହି ଅଂଚଳର କୁରାଳ ଏବଂ ସୁନାମୁହିଁରେ ବାହ୍ୟ ଆକ୍ରାନ୍ତଙ୍କ ସଂଖ୍ୟା…

ଜନସାଧାରଣ ହିତପାଇଁ ମଙ୍ଗଳା କିଷାନ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଲେଖିଲେ ଚିଠି 

ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ)  :- ରାଜଗାଙ୍ଗପୁର ସହରର ଜନସାଧାରଣ ପାଇଁ ଆଉ ୫୦୦ ଶହ ରାସନ କାର୍ଡ ଯୋଗାଇ ଦେବା ପାଇଁ ଓଡ଼ିଶା ସରକାର ଙ୍କ ଖାଦ୍ୟ ଯୋଗାଣ ବିଭାଗ ର ମନ୍ତ୍ରୀ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଙ୍କୁ ଅନୁରୋଧ କରିଛନ୍ତି ରାଜଗାଙ୍ଗପୁର ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ…

ଦୁଇ ବାଇକ ଚୋର ସମେତ ଗୋଟିଏ ମୋବାଇଲ ଚୋର ଗିରଫ

ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ :- ଆଜି ସୁନ୍ଦରଗଡ଼ ଟାଉନ ପୋଲିସ ପକ୍ଷରୁ  ଦୁଇଟି ବାଇକ ଚୋର ଏବଂ ଗୋଟିଏ ମୋବାଇଲ ଚୋର କୁ ଗିରଫ କରିଛି | ପ୍ରାପ୍ତ ସୂଚନା ରୁ ଜାହାଜଣାପଡିଛି ଦୁଇ ବାଇକ ଚୋର କିଛିଦିନ ଆଗରୁ ମହେଶଡ଼ିହି ଅଞ୍ଚଳରୁ ଗୋଟିଏ ବାଇକ ଚୋରୀ କରିଥିବା ବେଳେ ଆଜି ସେହି ଚୋରୀ ବାଇକ ଯୋଗେ…