ସୁରାଟରୁ ନିଃସହାୟ ବିଧବା ମହିଳା ବିମାନ ଯୋଗେ ଓଡ଼ିଶା ଫେରିଲେ
ମଣିଷ ପଣିଆ ଦେଖାଇଲେ ପ୍ରବାସୀ ଓଡ଼ିଆ ସମାଜର ସଭାପତି ପ୍ରଦୀପ ସାହୁ
ବୁଗୁଡା/ ଡ଼ଃ କୁମୁଦ ଚନ୍ଦ୍ର ବେହେରା : ସ୍ବାମୀଙ୍କ ଦେହାନ୍ତ ପରେ ସୁରାଟରେ ରହୁଥିବା ପୁରୀ ଜିଲ୍ଲାର ଜଣେ ନିଃସହାୟ ବିଧବା ମହିଳା ପ୍ରବାସୀ ଓଡ଼ିଆ ସମାଜର ସହଯୋଗରେ ବିମାନ ଯୋଗେ ଫେରିଛନ୍ତି ଓଡ଼ିଶା। ସର୍ବୋଚ୍ଚ…