ଆଜି ଚିହ୍ନଟ ହେଲେ ଓଡ଼ିଶାରେ ୫୭୦ ,୫ ଜଣଙ୍କ ହୋଇଛି ଦେହାନ୍ତ
ଭୁବନେଶ୍ୱର :ଆଜି ଚିହ୍ନଟ ହେଲେ ଓଡ଼ିଶାରେ ୫୭୦ | କ୍ଵାରେଣ୍ଟାଇନରୁ ୩୮୪ ଚିହ୍ନଟ ହୋଇଥିବା ବେଳେ ସାଧାରଣ ଅଂଚଳରୁ ୧୮୬ ଜଣ | ଫଳରେ ରାଜ୍ୟରେ ପଜିଟିଭ ସଂଖ୍ୟା ୧୨୫୨୬ ପହଂଚିଛି | ଏ ଯାବତ ସକ୍ରିୟଙ୍କ ସଂଖ୍ୟା ୪୪୭୫ ରହିଛି | ଆଜି ଚିହ୍ନଟଙ୍କ ମଧ୍ୟରେ ସର୍ବାଧିକ ୨୧୮ ଜଣ ଅଛନ୍ତି ଗଂଜାମରୁ |…